ଧୋନି ଆଉ ୨ ବର୍ଷ କ୍ରିକେଟ୍ ଖେଳିପାରିବେ: ମାଲିଙ୍ଗା
ଲିଡ୍ସ : ଚଳିତ ବିଶ୍ବକପ୍ରେ ଭାରତୀୟ ଦଳର ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫିନିସର୍ ଭାବେ ପରିଗଣିତ ଧୋନି ଚଳିତ ବିଶ୍ବକପ୍ରେ ଧିମା ବ୍ୟାଟିଂ କରୁଥିବା ଅଭିଯୋଗ ହୋଇଆସୁଛି। ଧୋନି ବିଶ୍ବକପ୍…
Read More...
Read More...