Breaking

ଟାଇଟ୍ ହେଲା ଟ୍ବିନ୍ ସିଟି ଟ୍ରାଫିକ୍ କଟକଣା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ଚାଳକଙ୍କୁ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ିବ। ହେଲମେଟ୍ ନ ପିନ୍ଧି ଧରାପଡ଼ିଲେ ହଜାରେ, ବାଇକରେ ତିନିଜଣ ଗଲେ ଜରିମାନା ୫ହଜାର, ଆଉ ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଆସନ୍ତା…
Read More...

ସାବଧାନ ଭୂବନେଶ୍ବର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ଗାଡି ଉପରେ ନଜର ରଖିବ ଡ୍ରୋନ କ୍ୟାମେରା । ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନେଇଛି ବଡ ପଦକ୍ଷେପ । ଯେଉଁଥିରେ ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି । ଏଥିସହିତ ହିଁ ନିୟମ…
Read More...

ଲାଞ୍ଜିଗଡ଼ ଅଞ୍ଚଳ ବାସୀଙ୍କ ଉତ୍ତୋରତ୍ତର ଉନ୍ନତି ପାଇଁ ବେଦାନ୍ତର ‘ଜନଶୁଣାଣୀ ଏବଂ ସହଯୋଗ କେନ୍ଦ୍ର

ଲୋକମାନଙ୍କର ଜିବୀକା ନିର୍ବାହ ଏବଂ ସାମାଜିକ-ଅର୍ଥନୈତିକ ଅବସ୍ଥାରେ ଉନ୍ନତି\nଆଣିବା ପାଇଁ ଏହି ଗୋଷ୍ଠୀ ସଂଯୋଗକାରୀ ମଞ୍ଚ ବେଦାନ୍ତ ତରଫରୁ ଏକ ଅଭିନବ ପ୍ରୟାସ ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୨୦/୮/୨୦୧୯: ବେଦାନ୍ତର ଗୋଷ୍ଠୀ ସଂଯୋଗକାରୀ କାର୍ଯ୍ୟକ୍ରମର ସମ୍ପ୍ରସାରଣ ସୁରୂପ, କମ୍ପାନୀ…
Read More...

ବିରାଜିବେ ବିଘ୍ନରାଜ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭୂବନେଶ୍ବର ମହାନଗର ନିଗମ ନୂଆପଲ୍ଲୀର ନୂଆସାହି ଆଖଣ୍ଡଳମଣୀ ପୂଜା କମିଟି ଓ ମୌରିଆ ଗ୍ରୁପ୍ ପକ୍ଷର ଚଳିତ ବର୍ଷ ପୂଜା ଖୁବ୍ ଧୂମ୍ଧାମରେ ପାଳନ କରାଯିବ।ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀର ର ଆୟୋଜନ ସ୍ଥାନୀୟ ଆଖଣ୍ଡଳମଣୀ ସେବା ସଂସଦ ପ୍ରଙ୍ଗଣରେ ହୋଇଛି ।ଏହି…
Read More...

ଦାୟିତ୍ୱ ଗ୍ରହଣ କଲେ ଅସିତ୍ ତ୍ରିପାଠୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ । ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର । ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ…
Read More...

ରୂପା ମକୁଟ ଓ କାରୁକାର୍ଯ୍ୟରେ ଝଲସିବ ତୋରଣ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ଭୂବନେଶ୍ବରର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଶ୍ରୀ ଶ୍ରୀ ମହାଦେବ ପୂଜା କମିଟିର ସାଧାରଣ ସଭା ଓ ପୂଜା ପ୍ରସ୍ତୁତି ବୈଠକ କସ୍ତୁରବା ନାରୀ ମହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି।ସଭାରେ କମିଟିର ସଭାପତି ଗୟାଧର ସ୍ବାଈ ସଭାପତିତ୍ବ କରିଥିଲେ।ସମ୍ପାଦକ ଦେବରାଜ…
Read More...

ବେଦାନ୍ତ ଲାଞ୍ଜିଗଡ଼ ଠାରେ ୭୩ତମ ସ୍ୱାଧୀନତା ଦିବସ ପାଳନ

ଲାଞ୍ଜିଗଡ଼, କଳାହାଣ୍ଡୀ : ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ ଦେଶାତ୍ମବୋଧ ଆବେଗ ସହ ୭୩ତମ ସ୍ୱାଧୀନତା ଦିବସ ପାଳନ କରିଛି । ବେଦାନ୍ତର ଲାଞ୍ଜିଗଡ଼ ୟୁନିଟର ସିଓଓ ଶ୍ରୀ ରାକେଶ ମୋହନ ବେଦାନ୍ତର ଲାଞ୍ଜିଗଡ଼ ଠାରେ ଓଆଇଏସ୍ଏଫ୍ ସଦସ୍ୟଙ୍କ ଦ୍ୱାରା ପ୍ରଦର୍ଶିତ ଗାର୍ଡ ଅଫ ଅନରର ନିରୀକ୍ଷଣ କରିଛନ୍ତି ।…
Read More...