Breaking

ବିରାଜିବେ ବିଘ୍ନରାଜ

୩୫ ଫୁଟ ର ପ୍ରତିମା ସାଙ୍ଗକୁ ସୁଉଚ୍ଚ ତୋରଣ ମୁଖ୍ୟ ଆକର୍ଷଣ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୂବନେଶ୍ବର ମହାନଗର ନିଗମ ନୂଆପଲ୍ଲୀର ନୂଆସାହି ଆଖଣ୍ଡଳମଣୀ ପୂଜା କମିଟି ଓ ମୌରିଆ ଗ୍ରୁପ୍ ପକ୍ଷର ଚଳିତ ବର୍ଷ ପୂଜା ଖୁବ୍ ଧୂମ୍ଧାମରେ ପାଳନ କରାଯିବ।ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀର ର ଆୟୋଜନ ସ୍ଥାନୀୟ ଆଖଣ୍ଡଳମଣୀ ସେବା ସଂସଦ ପ୍ରଙ୍ଗଣରେ ହୋଇଛି ।ଏହି ସମ୍ମିଳନୀକୁ ବାର୍ତା ସଂପାଦକ ଦେବବ୍ରତ ମହାନ୍ତି ପରିଚାଳନା କରିବା ସହ କମିଟିର ସଂପାଦକ ସାଗର ବଳବନ୍ତରାୟ ସଭାପତିତ୍ବ କରି ଚଳିତ ବର୍ଷ ପୂଜାର କାର୍ଯ୍ୟପନ୍ଥା , ମୁଖ୍ୟ ଆକର୍ଷଣ ୩୫ ଫୁଟ୍ ର ଗଣେଶ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ବିଶଦ୍ ବିବରଣୀ ପ୍ରଦାନ କରିଥିଲେ।ଏହି ସମ୍ମିଳନୀରେ ଅନୁଷ୍ଠାନର ଅନ୍ୟାନ୍ୟ ସଭ୍ୟଗଣ ଯୋଗଦାନ କରିଥିଲେ।

loading...

Leave A Reply

Your email address will not be published.