Breaking

ବେଦାନ୍ତ ଲାଞ୍ଜିଗଡ଼ ଠାରେ ୭୩ତମ ସ୍ୱାଧୀନତା ଦିବସ ପାଳନ

0

ଲାଞ୍ଜିଗଡ଼, କଳାହାଣ୍ଡୀ : ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ ଦେଶାତ୍ମବୋଧ ଆବେଗ ସହ ୭୩ତମ ସ୍ୱାଧୀନତା ଦିବସ ପାଳନ କରିଛି । ବେଦାନ୍ତର ଲାଞ୍ଜିଗଡ଼ ୟୁନିଟର ସିଓଓ ଶ୍ରୀ ରାକେଶ ମୋହନ ବେଦାନ୍ତର ଲାଞ୍ଜିଗଡ଼ ଠାରେ ଓଆଇଏସ୍ଏଫ୍ ସଦସ୍ୟଙ୍କ ଦ୍ୱାରା ପ୍ରଦର୍ଶିତ ଗାର୍ଡ ଅଫ ଅନରର ନିରୀକ୍ଷଣ କରିଛନ୍ତି । ବେଦାନ୍ତର ଲାଞ୍ଜିଗଡ଼ ଟିମ ସହ ଓଆଇଏସ୍ଏଫ୍ ମଧ୍ୟ ଏହି ଅବସରରେ ପ୍ରମୁଖ ଅଂଶ ଗ୍ରହଣ କରିଛି ।

ବେଦାନ୍ତର ଲାଞ୍ଜିଗଡ଼ ଠାରେ ଅନୁଷ୍ଠିତ ଭାରତର ୭୩ତମ ସ୍ୱାଧୀନତା ଦିବସ ଅବସରରେ ବେଦାନ୍ତର ଲାଞ୍ଜିଗଡ଼ ୟୁନିଟର ସିଓଓ ଶ୍ରୀ ରାକେଶ ମୋହନ, ଓଆଇଏସ୍ଏଫ୍ ସଦସ୍ୟଙ୍କ ଦ୍ୱାରା ପ୍ରଦର୍ଶିତ ଗାର୍ଡ ଅଫ ଅନର୍ର ନିରୀକ୍ଷଣ କରିଛନ୍ତି ।

ଭାରତର ୭୩ତମ ସ୍ୱାଧୀନତା ଦିବସ ଅବସରରେ ବେଦାନ୍ତ ଲାଞ୍ଜିଗଡ଼ ଟିମ ଏବଂ ଓଆଇଏସ୍ଏଫ୍ର ସଦସ୍ୟମାନଙ୍କ ଦ୍ୱାରା ପତାକା ଉତ୍ତୋଳନକରାଯାଇଛି

 

loading...

Leave A Reply

Your email address will not be published.