Breaking

ରୂପା ମକୁଟ ଓ କାରୁକାର୍ଯ୍ୟରେ ଝଲସିବ ତୋରଣ

ଶ୍ରୀ ଶ୍ରୀ ମହାଦେବ ପୂଜା କମିଟିର ସାଧାରଣ ବୈଠକ ଅନୁଷ୍ଠିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ଭୂବନେଶ୍ବରର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଶ୍ରୀ ଶ୍ରୀ ମହାଦେବ ପୂଜା କମିଟିର ସାଧାରଣ ସଭା ଓ ପୂଜା ପ୍ରସ୍ତୁତି ବୈଠକ କସ୍ତୁରବା ନାରୀ ମହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି।ସଭାରେ କମିଟିର ସଭାପତି ଗୟାଧର ସ୍ବାଈ ସଭାପତିତ୍ବ କରିଥିଲେ।ସମ୍ପାଦକ ଦେବରାଜ ମହାନ୍ତି ପୂଜାର ସଫଳତା ପାଈ ସମସ୍ତଙ୍କ ସାହାଯ୍ୟ ଆଶା କରିଥିଲେ।ସାସ୍କୃତିକ ସଂମ୍ପାଦକ ମନୋଜ ପୃଷ୍ଟି ଗତବର୍ଷର ଆୟବ୍ୟୟ ବିବରଣୀ ପାଠ କରିବା ସହ କାର୍ଯ୍ୟକାରି ସଂମ୍ପାଦକ ରଣଜିତ୍ ମହାରଣା ଓ ଯୁଗ୍ନ ସଂମ୍ପାଦକ ବାବୁନି ପଟ୍ଟନାୟକ ସଭାକୁ ପରିଚାଳନା କରିଥିଲେ ।

loading...

Leave A Reply

Your email address will not be published.