ଭିଜିଲାନ୍ସ ଜାଲରେ ମ୍ୟାଡାମ୍
ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
ଗିରଫ ହେଲେ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ।ଚାଷ ଜମିକୁ ଘର ବାଡ଼ିରେ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକ ହେଉଥିବା ଏକ ଅର୍ଡ଼ରକୁ ପାସ କରାଇ ଦେବା ପାଇଁ ସେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଆଜି ସେ ଧରାପଡିଗଲେ…
Read More...
Read More...