Breaking

ବୀର ସାବରକରଙ୍କ ୧୩୭ ତମ ଜୟନ୍ତୀ ପାଳିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭାରତ ରକ୍ଷା ମଞ୍ଚ ଭୁବନେଶ୍ୱର ତରଫରୁ ବୀର ସାବରକର ଙ୍କ ୧୩୭ ତମ ଜୟନ୍ତୀ ଆଇ ଆର ସି ଭିଲେଜ୍ ଠାରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ଅଖିଳ ଭାରତୀୟ ମହାସଚିବ ଶ୍ରୀ ଅନିଲ ଧୀର, ଓଡିଶା ପ୍ରଦେଶ ଅଧକ୍ଷ ଡଃ ଅଶୋକ ଆଚାର୍ଯ୍ୟ, ମହାସଚିବ ଶ୍ରୀ ପ୍ରଦୀପ ତ୍ରିପାଠୀ, ସଙ୍ଘଠନ ସମ୍ପାଦକ ଶ୍ରୀ ଅଞ୍ଜନ ଦେବତା, ଯୁବ ଶାଖା ଅଧକ୍ଷ ଶ୍ରୀ ରଶ୍ମି ରଞ୍ଜନ କାନୁନଗୋ, ଶ୍ରୀମତୀ ସଂଘମିତ୍ରା ରାଜଗୁରୁ ଙ୍କ ଉପସ୍ଥିତି ରେ ବୀର ସାବରକର ଙ୍କ ଜୀବନ ଶୈଳୀ ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା. ଭୁବନେଶ୍ୱର ମହାନଗର ଶାଖା ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା, ସଂଘଟନ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ପତ୍ରୀ, ମହାସଚିବ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ.

loading...

Leave A Reply

Your email address will not be published.