Breaking

ତାଲା ବନ୍ଦ ପରେ ଖାଁ ଖାଁ ରାଜରାସ୍ତା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସାରା ରାଜ୍ୟରେ ତାଲାବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ପୁଲିସର ପହରା ଓ ଜନସେଚତନା ଯୋଗୁଁ ରାସ୍ତା ଶୂନଶାନ ପଡିଛି । ସେପଟେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇପଡିଛି । ସେହିପରି ଲକ ଡାଉନ ଯୋଗୁ ଠପ୍ ହୋଇଯାଇଛି ଯାତାୟତ । ଯିଏ ଯେଉଁଠି ଥିଲେ ସେଇଠି ଅଟକି ଯାଇଛି । ଗାଡି ଚାଲୁନଥିବାରୁ ଚାହିଁଲେ ବି କେହି କୁଆଡେ ଯାଇ ପାରୁ ନାହାଁନ୍ତି । ଗୋଟିଏ ପଟେ ତାଲାବନ୍ଦ ଯୋଗୁଁ ଲୋକଙ୍କ ପାଖରେ କାମଧନ୍ଦା ନାହିଁ । ଏଭଳି ସ୍ଥିତିରେ ଯେ ଯେମିତି ପାଉଛି ନିଜ ଗାଁକୁ ଫେରି ଯିବାକୁ ଚାହୁଁଛନ୍ତି ।

loading...

Leave A Reply

Your email address will not be published.