Breaking

ବିଜୟୀ ଭାରତ

ଏଫଆଇଏଚ୍ ପୁରଷ ସିରିଜ୍ ହାତେଇଲା ଭାରତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇ ଭାରତ ଚାମ୍ପିଅନ ହୋଇଛି। ଫାଇନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଟିମକୁ ପୁରସ୍କୃତ କରିଛନ୍ତି। ସମାରୋହରେ ମନ୍ତ୍ରୀ ସମୀର ଦାସ, ତୁଷାରକାନ୍ତି ବେହେରା, ଅରୁଣ ସାହୁ ଓ ଏଫଆଇଏଚର ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚରେ ଭାରତର ହରମନପ୍ରୀତ ସିଂହ ଓ ବରୁଣ କୁମାର ୨-୨ ଗୋଲ ଦେଇଥିଲେ। ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଅଲିମ୍ପିକ ପାଇଁ ଯୋଗ୍ୟତା ପର‌୍ୟ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

loading...

Leave A Reply

Your email address will not be published.