Breaking

ଭୁବନେଶ୍ୱରରେ ପହଂଚିଲା କଳ୍ପନା ଦାଶଙ୍କ ମରଶରୀର

0

ଭୁବନେଶ୍ବର : ଭୁବନେଶ୍ୱରରେ ପହଂଚିଲା ଏଭରେଷ୍ଟ ଆରୋହୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର । ଆଜି ସକାଳ ପ୍ରାୟ ୯ ଟା ୩୦ରେ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲା । ଦିଲ୍ଲୀରୁ ବିମାନଯୋଗ ଭୁବନେଶ୍ୱରରେ ପହଂଚିଛି କଳ୍ପନାଙ୍କ ମୃତଦେହ । ବିମାନ ବନ୍ଦରରୁ କଳ୍ପନାଙ୍କ ମରଶରୀର ଏକ ସ୍ୱତନ୍ତ୍ର ଗାଡ଼ିରେ କଳିଙ୍ଗ ଷ୍ଟାଡିୟମ୍କୁ ନିଆଯାଉଛି । ସେଠି ସର୍ବସାଧାରଣଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।ଶେଷ ଦର୍ଶନ ପାଇଁ କଳିଙ୍ଗ ଷ୍ଟାଡିୟମରେ ପାଖାପାଖି ଏକ ଘଣ୍ଟା ରଖାଯିବ । ଏହା ପରେ ମରଶରୀର ତାଙ୍କ ପୈତୃକ ଗାଁକୁ ନିଆଯିବ ।
ମାଉଣ୍ଟ ଏଭେରେଷ୍ଟରେ ଅକ୍ସିଜେନ୍ ଅଭବରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଗତ ୨୩ ତାରିଖରେ କଳ୍ପନା ଦାସଙ୍କର ଦେହାନ୍ତ ହୋଇଥିଲା ।

loading...

Leave A Reply

Your email address will not be published.