Breaking

ଗ୍ରୀନ ଜୋନ ପାଈ ଆଶ୍ବସ୍ତି

ଖୋଲିବ ମଦ ଏବଂ ପାନ ଦୋକାନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବଢିଲା ଲକ୍ଡାଉନ୍। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ତାଲାବନ୍ଦ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବଢାଇଛନ୍ତି। ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ । ଗ୍ରୀନ ଜୋନରେ ଖୋଲା ରହିବ ପାନ ଏବଂ ମଦ ଦୋକାନ ଲୋକଙ୍କ ମଧ୍ୟରେ ୬ଫିଟ ର ଦୂରତା ରହିବା ସହ ଦୋକାନ ରେ ୫ରୁ ଅଧିକ ଲୋକ ରହିପାରିବେନି। ମେ ଚାରି ତାରିଖ ରୁ ଖୋଲିବ ମଦ ଦୋକାନ ଓ ପାନ ଦୋକାନ।ତେବେ ଏ ନେଈ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। କଟକଣା ଭିତରେ ସରକାର ମଦ ଦୋକାନ ଖୋଲିବାକୁ ମତପ୍ରକାଶ କରିଛନ୍ତି।

loading...

Leave A Reply

Your email address will not be published.