Breaking

ବଢ଼ିଲା ତାଲାବନ୍ଦ ଅବଧି

ମେ’ ୧୭ ତାରିଖ ଯାଏ ବଳବତ୍ତର ରହିବ କଟକଣା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବଢ଼ିଲା ଲକ୍ଡାଉନ୍ ଅବଧି । ଦୁଇ ସପ୍ତାହ ପର୍ଯ୍ୟନ୍ତ ପୁଣି ବଳବତ୍ତର ରହିବ କଟକଣା । ଆଜି ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଏ ନେଇ ଆାଲୋଚନା କରିବେପରେ ସରକାର ଅବଧି ବଢେଇଛନ୍ତି। ଆସନ୍ତା ମେ, ୧୭ ତାରିଖ ଯାଏଁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ଘୋଷଣା କରିଛନ୍ତି । ଏନେଇ ଗୃହମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଅନେକ ସ୍ଥାନରେ ପୂର୍ବଭଳି କଟକଣା ଲାଗୁ ରହିବାକୁ ଥିବାବେଳେ ରେଡ୍ ଜୋନ୍ , ଅରେଞ୍ଜ ଜୋନ୍ ଏବଂ ଗ୍ରୀନ୍ ଜୋନ୍ ଜିଲ୍ଲା ପାଇଁ ସ୍ଥିତିକୁ ଦୃଷ୍ଟିରେ ରଖି ଅଲଗା ଅଲଗା ନିର୍ଦ୍ଦେଶନାମା ଜାରିକରାଯାଇଛି।

loading...

Leave A Reply

Your email address will not be published.