Breaking

ଦିଲୀପ କୁମାର ଅସୁସ୍ଥ : ହସ୍ପିଟାଲରେ ହେଲେ ଭର୍ତ୍ତି

0

ମୁମ୍ବାଇ : ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କର ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତାଙ୍କ ଛାତିରେ ଇନ୍‌ଫେକ୍‌ସନ୍‌ ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରଥମେ ଏହି ଖବର ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାୟରା ବାନୋ ଦିଲୀପଙ୍କ ଟ୍ଵିଟର ଆକାଉଣ୍ଟକୁ ଯାଇ ସମସ୍ତଙ୍କୁ ଜଣାଇଥିଲେ ।ସେ ଏବେ କେବେ ଦିନ ଏଠାରେ ରହିବେ ତାହା କୌଣସି ସମୟ ନିର୍ଦ୍ଧାରିତ କରାଯାଇନାହିଁ। ତେବେ ତାଙ୍କ ସ୍ବାସ୍ଥ୍ଯବସ୍ଥାରେ ଏବେ ସୁଧାର ରହିଛି ଏବଂ କୌଣସି ଚିନ୍ତାର ବିଷୟ ନାହିଁ।

loading...

Leave A Reply

Your email address will not be published.