Breaking

ମୁଣ୍ଡବ୍ୟଥା ବଢାଉଛି ମହାମାରି

ରାଜ୍ୟରେ ୪୨ ଓ ଦେଶରେ ୫୨୭୪ ଆକ୍ରାନ୍ତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଉଦବେଗଜନକ ସ୍ଥିତିରେ ମହାମାରି।ବିଶ୍ବ ଏକ ଘଡିସନ୍ଧି ମୁହୁର୍ତ ଦେଇ ଗତି କରୁଥିବା ବେଳେ ଦେଶରେ ୨୪ ଘଣ୍ଟାରେ ୭୭୩ ଜଣ ନୂଆ ଆକ୍ରାନ୍ତ, ଦିନକରେ ୩୨ ଜଣଙ୍କ ଗଲା ଜୀବନ । ୫୨୭୪ରେ ପହଁଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଚିଛି । ଗତ ୨୪ ଘଂଟା ଭିତରେ ଦେଶରେ ୭୭୩ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୧୯୪ରେ ପହଁଚିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ରେପହଞ୍ଚିଥିବା ବେଳେ ଦେଶରେ କରୋନା ଭୂତାଣୁରେ ମୃତ୍ୟୁ ସଂଖ୍ୟା ୧୪୯ରେ ପହଁଚିଛି । ୨୪ ଘଂଟାରେ ୩୨ ଜଣଙ୍କ ଜୀବନ ନେଇଛି କରୋନା।

loading...

Leave A Reply

Your email address will not be published.