Breaking

ଚାପରେ ଚୀନ୍

ପଛକୁ ହଟାଇଲା ସୈନ୍ୟବଳ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଘାଟିରୁ ପଛକୁ ହଟିଲା ଚୀନ ସେନା । ଭାରତ ସହ ବିବାଦ କିଛିଦିନ ଚାଲିବା ପରେ ଆଜି ସେନା ପଛକୁ ହଟିଛି। ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି । ଉତେଜନା କମାଇବା ପାଇଁ ଭାରତ ଓ ଚୀନ ମଧ୍ୟରେ ଅନେକ ଥର ସୈନ୍ୟ ସ୍ତରୀୟ ବୈଠକ ବି ହୋଇଥିଲା । ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ସ୍ୱରୂପ ଚୀନ ସେନା ଏକରୁ ୨ କିଲୋମିଟର ପଛକୁ ହଟିଥିବା ଜଣାଯାଇଛି । ଚୀନ ସେନା ନିଜର ଟେଂଟ, ଗାଡି ଓ ସୈନିକଙ୍କୁ ପଛକୁ ହଟଇବା ଆରମ୍ଭ କରିବ ାସହ ସୀମାରେ ଯେପରି ଉତ୍ତେଜନା ନରହିବା ଉପରେ ଉଭୟ ପକ୍ଷ ଯେପରି ଦୃଷ୍ଟି ଦେବେ ତା ଉପରେ ଆଲୋଚନା ହୋଇଛି।

loading...

Leave A Reply

Your email address will not be published.