Breaking
Browsing Category

ରାଜ୍ୟ

ଟଙ୍କାଏ ନୁହେଁ, ୨ ଟଙ୍କା ଲେଖାଏଁ ବଢିବ ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ଆଜି ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସ ବସାଇବାରୁ ଏଗୁଡ଼ିକର ଦର ୨ ଟଙ୍କା ଲେଖାଏଁ ବଢିବାର ସମ୍ଭାବନା ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣରେ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ପାଇଥିବାରୁ ଦେଶରେ…
Read More...

ଯୋଡ଼ାଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି

କଟକସିଟି : ଢେଙ୍କାନାଳ ଯୋଡ଼ା ଶିଶୁଦ୍ବୟଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଛି। ଗୁରୁବାର ଶିଶୁଦ୍ବୟ ନିଶ୍ବାସ ପ୍ରଶ୍ବାସ ନେବାରେ ଅଧିକ କଷ୍ଟ ଅନୁଭବ କରିବାରୁ ଲାଗିଥିବା ଅମ୍ଳଜାନର ମାତ୍ରାକୁ ବଢ଼ାଇ ଦିଆଯାଇଛି। ଏଭଳି ସ୍ଥିତିରେ ଶିଶୁଦ୍ବୟଙ୍କର ଜୀବନ ରକ୍ଷା ପାଇଁ ଡାକ୍ତରମାନେ ଉଦ୍ୟମ…
Read More...

ଡମ୍ପର ଚକାତଳେ ଚାପିହୋଇ ବାଇକ୍‌ ଆରୋହୀ ମୃତ, ଡମ୍ପର ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର/ବାହାର୍ଦ୍ଦା: ବଲେଶ୍ୱର ସିଂଲା ଥାନା ଅଧୀନ ସାର୍ଥା ଗ୍ରାମରେ ଏକ ଡମ୍ପର ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଏହି ଗ୍ରାମର ଜୟଦେବ ମଣ୍ଡଳ(୨୫)। ଆଜି ଦ୍ଵି-ପ୍ରହର ପ୍ରାୟ ଅଢେଇଟା ବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡମ୍ପରର…
Read More...

ମାଉସୀ ଘରେ ମହାବାହୁ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ କଳାଠାକୁରଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି । ଭାବମୟ ପରିବେଶରେ ଘଣ୍ଟକାହାଳୀ…
Read More...

‘ସମାଜ’ ପକ୍ଷରୁ ରକ୍ତଦାନ ଶିବିର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ‘ସମାଜ’ର ପ୍ରତିଷ୍ଠାତା ତଥା ସ୍ବାଧୀନତା ସଂଗ୍ରାମୀ ଓ ସମାଜସେବୀ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ସମାଜ’ ଭୁବନେଶ୍ବର ସଂସ୍କରଣ…
Read More...

ରଥଯାତ୍ରା ପାଈ ପ୍ରସ୍ତୁତି ବୈଠକ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ନୀଳାଦ୍ରୀ ଭକ୍ତ ନିବାସଠାରେ ଏହି ବୈଠକରେ ରଥଯାତ୍ରାକୁ କଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେ ନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଆଇନ୍, ଶକ୍ତି ଓ…
Read More...

ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନ ସଭାରେ ବଜେଟ ଉପସ୍ଥାପିତ କରାଯାଇଛି । ପଞ୍ଚମ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ…
Read More...

ସମ୍ବଲପୁର: ଅଟୋକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ୩ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ

ସମ୍ବଲପୁର: ଜାତୀୟ ରାଜପଥ-୫୫ରେ ଗୁରୁବାର ଅପରାହ୍ଣରେ ଏକ ଦ୍ରୁତଗାମୀ ଟ୍ରକ ଅଟୋକୁ ଶକ୍ତ ଧକ୍କା ଦେବାରୁ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ସୂଚନା ଅନୁସାରେ ଟାଉନ ଥାନା ଅନ୍ତର୍ଗତ ହୀରାକୁଦ କଲୋନିର ଅଟୋ ଡ୍ରାଇଭର ରବି ପ୍ରଧାନ (୨୮),…
Read More...

ରେଡ୍ ସ୍ୱସ୍ତିକ ସୋସାଇଟି ଓଡିଶା ଶାଖା ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭୁବନେଶ୍ୱର : ରେଡ୍ ସ୍ୱସ୍ତିକ ସୋସାଇଟି ଏକ ପଞ୍ଜିକୃତ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ଅନୁଷ୍ଠାନ ଦୀର୍ଘ ୧୮ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ର‌୍ୟସେବା କ୍ଷେତ୍ରରେ କାର୍ଯ୍ୟ କରିଆସୁଅଛି । ସବୁବର୍ଷ ପରି ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ…
Read More...