Breaking
Browsing Category

ରାଜ୍ୟ

ନୂଆବର୍ଷରୁ ନୂଆ ନିୟମ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ନୂଆବର୍ଷରୁ ନୂଆ ନିୟମ । ସରକାରୀ ଚାକିରିଆ ମାନଙ୍କ ପାଇ ସାଧାରଣ ପ୍ରଶାସନ ବିଭାଗ ଜାରି କରିଛି କଟକଣା। ଏଣିକି ଛୁଟିରେ ରହିଲେ ଅନଲାଇନ୍‌ରେ ଛୁଟି ଦରଖାସ୍ତ ଦେବାକୁ ପଡିବ। କର୍ମଚାରୀମାନେ ଏଚ୍‌ଆରଏମ୍‌ଏସ୍‌ରେ ସେମାନଙ୍କର ଛୁଟି ଦରଖାସ୍ତ ଦେବେ ।…
Read More...

ଅଭୟଙ୍କ ଅଭୟବାଣୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆଇପିସ୍ ଅଭୟ ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱଗ୍ରହଣ ପରେ ଓଡିଶା ପୋଲିସର ରୋଡମ୍ୟାପ୍ କଣ…
Read More...

ଫେରିଲେ ମହାମହିମ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରବିବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଯାଇଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୨୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିଲ୍ଲୀ…
Read More...

ସେଣ୍ଟ୍ ଜାଭିୟର୍ ଉଚ୍ଚ ବିଦ୍ୟାଳୟର କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର : ହାଇଦ୍ରାବାଦର ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଗଣଦୁଷ୍କର୍ମକୁ ନିନ୍ଦା କରିବା ସହିତ ଦୋଷୀକୁ ଶୀଘ୍ର ଦଣ୍ଡ ମିଳିବା ପ୍ରତିବାଦରେ ପଟିଆ ସ୍ଥିତ ସେଣ୍ଟ୍ ଜାଭିୟର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ନିକୋଲା…
Read More...

ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ୟୁକୋ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ମ୍ୟାନେଜର ହେଲେ ଆର୍‌.ରଞ୍ଜିତା ରାଓ । ସେ ସିନିୟର ମ୍ୟାନେଜର ଭାବେ ଅଶୋକ ନଗର ୟୁକୋ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ । ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । …
Read More...

ରାଜଧାନୀରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର :ପୁରୀରେ ଗଣଦୁଷ୍କର୍ମକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଆସୁଛି ଦୁଷ୍କର୍ମର ଖବର । ଠିକ୍‌ ଏହାରି ଭିତରେ ଖୋଦ ରାଜଧାନୀରୁ ମଧ୍ୟ ଆସିଛି ଦୁଷ୍କର୍ମର ଅଭିଯୋଗ । ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱର ସ୍ଥିତ…
Read More...

ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ ନିମନ୍ତେ ରେଡ୍ ସ୍ୱସ୍ତିକ ସୋସାଇଟି ଓ…

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକ୍ର ମିଳିତ ଆନୁକୂଲ୍ୟରେ ୨୮୦ରୁ ଉଦ୍ଧ୍ୱର୍ ଭିନ୍ନକ୍ଷମମାନଙ୍କୁ…
Read More...

ଧାରଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ

ଭୁବନେଶ୍ୱର : ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ। ଲୋଅର ପିଏମ୍‌ଜିରେ ଧାରଣା ଦେଇଥିବା ଅବସ୍ଥାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶିକ୍ଷକ ଜଣକ ହେଲେ ମୟୂରଭଂଜର ନିରଂଜନ ବାରିକ।ମୟୂରଭଂଜର ନିରଂଜନ OTET ପରୀକ୍ଷାର ପୁନଃମୂଲ୍ୟାୟନ ଦାବି କରି ଲୋଅର ପିଏମ୍‌ଜିରେ…
Read More...

କାର ଭିତରେ ଶିଶୁ କନ୍ୟାକୁ ଛାଡି ବାପା ମାଆ ଗାଏବ

ଢ଼େଙ୍କାନାଳ:ଢ଼େଙ୍କାନାଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାର ଭିତରେ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଛାଡି ଗାଏବ ହୋଇଗଲେ ବାପା-ମାଆ । ପିଲାଟିର ସ୍ୱର ବାହାରକୁ ଶୁଭା ଯାଉ ନ ଥିଲେ ବି ଲୋକେ ଦେଖି ପାରୁଥିଲେ। ଗଦା ହୋଇଗଲେ ଲୋକେ। ଛୁଆଟିକୁ…
Read More...