Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment
Browsing Category
ରାଜ୍ୟ
ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ ! ହତ୍ୟା ସନ୍ଦେହ
ପିପିଲି: ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଅଧୀନ ପାଇକପଡା ଗ୍ରାମ ନିକଟ କେନାଲବନ୍ଧ କଡ ବିଲ ମଝିରେ ଥିବା ଏକ ଆକାଶିଆ ଗଛରୁ ପୁଲିସ ଗୁରୁବାର ସକାଳେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ…
Read More...
Read More...
ଓକିଲଙ୍କୁ ପୁଲିସ୍ର ମାଡ଼ ଅଭିଯୋଗ ଘଟଣା: ୩ ପୁଲିସ୍ କର୍ମଚାରୀ ସସ୍ପେଣ୍ଡ୍
କଟକ: ଓକିଲଙ୍କୁ ପୁଲିସର ମାଡ ଘଟଣାରେ ଗୁରୁବାର କଟକ ଡିସିପି ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ହାବିଲଦାର ପି.କେ ବେହେରା, କନଷ୍ଟେବଲ ବି.କେ ସାମଲ ଏବଂ ୟୁ.କେ ଭୂୟାଁ। ଏଥିସହ ଜଣେ ହୋମଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସର ଉତ୍ତର…
Read More...
Read More...
ଶୈଳଶ୍ରୀ ବିହାରରେ ନକଲି ସସ୍ କାରଖାନା ଠାବ
ଭୁବନେଶୱର: ରାଜଧାନୀରେ ନକଲି ସସ୍ ତିଆରି କାରଖାନା ଠାବ କରାଯାଇଛି। ଶୈଳଶ୍ରୀ ବିହାର ମହାବୀର ବସ୍ତିର ଏକ ଘରେ ଏହି ନକଲି ସସ୍ ତିଆରି ଚାଲିଥିଲା। ସେଠାରେ ପଚା କଖାରୁରେ ତିଆରି ହେଉଥିଲା ଟମାଟୋ, ଚିଲି, ସୋୟା ସସ୍। ପୁଲିସ୍ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଷ୍ଟିକର ସହ ବୋତଲ ଓ ଅନ୍ୟାନ୍ୟ…
Read More...
Read More...
ନୀଳାଦ୍ରି ବିହାର ଯୁବ ଓ ସାସ୍କୃତିକ ସଙ୍ଘ ପକ୍ଷରୁ କେରଳ ବନ୍ୟା ପୀଡିତଙ୍କୁ ସହାୟତା
ଭୁବନେଶ୍ୱର:ଓଡ଼ିଶାର ଅନ୍ଯତମ ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାସ୍କୃତିକ ସଙ୍ଘ ପକ୍ଷରୁ କେରଳ ବନ୍ୟା ପିଡୀତଙ୍କ ପାଇଁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସଙ୍ଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସମ୍ପାଦକ ବିଶ୍ବଜିତ ପଟ୍ଟନାୟକ ସଚିବାଳୟ…
Read More...
Read More...
ଚାନ୍ଦବାଲିରେ ଡବଲ ମର୍ଡର ! ସ୍ୱାମୀ-ସ୍ତ୍ରୀ ମୃତ,ଝିଅ ଗୁରୁତର
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ମାଳବାଡ଼ ଗାଁରେ ଡବଲ୍ ମର୍ଡର । ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ପରିବାରର ସ୍ୱାମୀ ଓ ସ୍ତ୍ରୀ ପ୍ରାଣ ହରାଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ସୁଧାକର ବିଶ୍ୱାଳ ଓ ତାଙ୍କ…
Read More...
Read More...
ତେଜିଲା ପୁଲିସ-ଓକିଲ ବିବାଦ ! କଟକରେ ପୋଲିସ ଭ୍ୟାନ ଜାଳିଦେଲେ ଓକିଲ
କଟକ:ତେଜିଲା ବିବାଦ। ମୁହାଁମୁହିଁ ହେଲେ ଓକିଲ-ପୋଲିସ। ଓଡ଼ିଶା ହାଇକୋର୍ଟର ଜଣେ ଓକିଲଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ବିବାଦ ଉଗ୍ରରୂପ ଧାରଣ କରିଛି। ଅାଜି ଆର୍ଡିସି ଅଫିସ୍ ସାମ୍ନାରେ ଏକ ପିସିଅାର୍ ଭ୍ୟାନ୍କୁ ପୋଡ଼ି ଦେଇଛନ୍ତି।ତେବେ ଭ୍ୟାନକୁ କିଏ ପୋଡିଲା ସେ ନେଇ…
Read More...
Read More...
ଆସୁଛି ବନ୍ୟା ! ହୀରାକୁଦ ଡ୍ୟାମ୍ର ୨୫ ଗେଟ୍ ଖୋଲିଲା
ଭୁବନେଶ୍ୱର:ମହାନଦୀ ଅବବାହିକାରେ ପୁଣି ଦେଖାଦେଇଛି ବନ୍ୟା ଆଶଙ୍କା। ଛତିଶଗଡରେ ବର୍ଷା ଲାଗି ରହିଥିବାରୁ ପ୍ରବଳ ବନ୍ୟା ଜଳ ହୀରାକୁଦ ଡ୍ୟାମ ଭିତରକୁ ପ୍ରବେଶ କରିବା ଆରମ୍ଭ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହୀରାକୁଦ ଡ୍ୟାମ୍ ପୂରି ଉଠିବ। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ…
Read More...
Read More...
ପୁଣି ହସ୍ପିଟାଲ ବେଡରେ କମେଡ଼ି କିଙ୍ଗ୍ ପପୁ ପମପମ
ଭୁବନେଶ୍ୱର:ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ ପୁଣିଥରେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଦିଲ୍ଲୀର ଏକ ହସ୍ପିଟାଲରେ ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସିତ ହେଉଛନ୍ତି ପପୁ । ତେବେ କେଉଁ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି ତାହା ଜଣା ପଡିନାହିଁ ।ପୂର୍ବରୁ…
Read More...
Read More...
ହାଟ ସୁରକ୍ଷା ପାଇଁ ଥାନା ଘେରିଲା ଶହୀଦ ନଗର ହାଟ ବଣିକ ସଂଘ
ଭୁବନେଶ୍ୱର :ଅସାମାଜିକ ଲୋକଙ୍କ କବଳରୁ ଶହୀଦ ନଗର ହାଟକୁ ସୁରକ୍ଷା ଦେବା ପାଇଁ ଆଜି ସହିଦ ନଗର ହାଟ ବଣିକ ସଂଘ ତରଫରୁ ଥାନା ଘେରାଉ କରାଯାଇଥିଲା । ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ ନାରାବାଜି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ଦାବି କରିଥିଲା । ଘଟଣା ସ୍ଥଳରେ ଥାନାର ଏସିପି ପହଂଚି…
Read More...
Read More...
ସ୍ତ୍ରୀଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ୱାମୀ
କଟକ: କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋକୁଳପୁର ଉତ୍ତରସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ପତ୍ନୀକୁ ଶିଳପୁଆରେ ଛେଚି ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ଯୁବକ ଜଣକ ବାହାର ପଟୁ କବାଟଦେଇ ଫେରାର ହୋଇ ଯାଇଥିଲା। ଅଭିଯୁକ୍ତକୁ ମଙ୍ଗଳବାର ସକାଳେ ଟାଙ୍ଗୀ ଥାନା…
Read More...
Read More...