Breaking
Browsing Category

ରାଜ୍ୟ

ଅଧାରେ ରହିଗଲା ଜଗାଦର୍ଶନ : ଦୁର୍ଘଟଣାରେ ୨ ତୀର୍ଥଯାତ୍ରୀ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

ଭଦ୍ରକ: ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ। ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପାଠାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସୂଚନାନୁସାରେ, ଉତରପ୍ରଦେଶରୁ ୬୦ଜଣ ତୀର୍ଥ ଯାତ୍ରୀଙ୍କୁ…
Read More...

ପୁରୀରେ ହିଂସାକାଣ୍ଡ ଘଟଣା : ଆଉ ୧୨ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ପୁରୀ:ପୁରୀ ସହରରେ ବନ୍ଦ ଏବଂ ବ୍ୟାପକ ତୁମୁଳକାଣ୍ଡ ଘଟଣାରେ ଆଉ ୧୨ ଜଣଙ୍କୁ ସିଂହଦ୍ୱାରା ଥାନା ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ କିଛି ଗୁମାସ୍ତା ଅଛନ୍ତି । ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ପୂର୍ବରୁ ଟାଉନ ଥାନା ପୁଲିସ୍‌ ୧୧ ଜଣଙ୍କୁ ଗିରଫ କରିଥିଲା।…
Read More...

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ : ଅକ୍ଟୋବର ୧୧ରେ କଲେଜ ନିର୍ବାଚନ

ଭୁବନେଶ୍ୱର :ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ । ଅକ୍ଟୋବର ୧୧ରେ ହେବ କଲେଜ ନିର୍ବାଚନ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧ ତାରିଖରେ କଲେଜ ସ୍ତରରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପରେ ୩ ତାରିଖରେ ନାମାଙ୍କନ ଦାଖଲ…
Read More...

ଔଷଧ ଦୋକାନ ବନ୍ଦ : ରୋଗୀ ଓ ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର: ଇ- ଫାର୍ମାସୀ ଓ ଅନ୍‌ଲାଇନ ଔଷଧ ବିକ୍ରିକୁ ବିରୋଧ କରି ସମଗ୍ର ଦେଶରେ ଶୁକ୍ରବାର ଔଷଧ ଦୋକାନ ବନ୍ଦ ରହିବ। ଅଖିଳ ଭାରତ ଔଷଧ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଇ-ଫାର୍ମାସୀ ଓ ଅନଲାଇନରେ ଔଷଧ ବିକ୍ରି ଯୋଗୁଁ ଖୁଚୁରା ବ୍ୟବସାୟୀମାନେ ପ୍ରଭାବିତ…
Read More...

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି

କଟକ: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟର ଆଇନଜୀବୀ ଆନ୍ଦୋଳନ ଆହୁରି ତେଜିବାରେ ଲାଗିଛି । ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ କୋର୍ଟ ପରିସର ମଧ୍ୟକୁ ବିଚାରପତିଙ୍କୁ ଛାଡୁନାହାନ୍ତି । ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।ଆଜି ହାଇକୋର୍ଟ…
Read More...

କଟକରେ ନକଲି ତେଲ ପରେ ଏବେ ନକଲି ସିମେଣ୍ଟ କାରଖାନା ଠାବ

କଟକ: କଟକରେ ନକଲି  ସିମେଣ୍ଟ କାରଖାନା ଠାବ। ଜଗତପୁର ଶିଳ୍ପାଞ୍ଚଳରୁ ହ୍ୱାଇଟ୍‌ ସିମେଣ୍ଟ ଓ ଘର ରଙ୍ଗ ସାମଗ୍ରୀର ନକଲି କାରଖାନାକୁ ଜଗତପୁର ପୁଲିସ୍‌ ଠାବ କରିଛି। ୭୧୦ରୁ ଅଧିକ ନକଲି ହ୍ୱାଇଟ୍‌ ସିମେଣ୍ଟ ବସ୍ତା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂକୁ ପୁଲିସ୍‌ ଜବତ କରିଛି।ଏହି ଘଟଣାରେ…
Read More...

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଛଅ ଦଫା ଦାବିରେ ଗତ ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇଥିବା ଅଗ୍ନିସମ ବିଭାଗର କର୍ମଚାରୀଙ୍କ ଆନ୍ଦୋଳନ ଗୁରୁବାର ପ୍ରତ୍ୟାହୃତ ହୋଇଛି। ସରକାର ଦାବି ମାନି ନେବା ପରେ ଅଗ୍ନିଶମ କର୍ମଚାରୀମାନେ ପୁଣି ଥରେ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।ସେମାନଙ୍କ ଆନ୍ଦୋଳନ ଫଳରେ…
Read More...

ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ

ପୁରୀ: ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ । ବ୍ରହ୍ମ ପରିବର୍ତ୍ତନ ଏକ ଗୁପ୍ତ ନୀତି ଓ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାର ତଥ୍ୟ ସର୍ବ ସାଧାରଣରେ ପ୍ରକାଶିତ ହେବ ନାହିଁ ।ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ…
Read More...

‘ସୁନ୍ଦରୀ’କୁ ଧରିବା ପାଇଁ ଗଠନ ହେଲା ଟିମ୍ : ଆଜି ରାତିରୁ ଆରମ୍ଭ ହେବ ଅପରେସନ୍

ଅନୁଗୁଳ:ସୁନ୍ଦରୀକୁ ଧରିବା ପାଇଁ ୪ଟି ଟିମ ଉଦ୍ୟମ ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ, ଡବ୍ଲ୍ୟୁଆଇଆଇ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ସାତକୋଶିଆର ପ୍ରାଣୀ ବିଶେଷଜ୍ଞମାନେ ଏହି ଟିମରେ ସାମିଲ ଅଛନ୍ତି। ସୁନ୍ଦରୀ ଜନବସତି ପରିସରରେ ଚଲାବୁଲା କରୁଥିବା ବେଳେ ତାକୁ ଧରାଯାଇ…
Read More...