ଭୂବନେଶ୍ବର: ଫୋକସ ରେ ପୂର୍ବଭାରତ। ଟାର୍ଗେଟ୍ ରେ ଓଡିଶା। ଆଗକୁ ନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମ ଶିବିରର ମୁଖ୍ୟ ଲକ୍ଷ୍ୟ ଓଡିଶା ଅକ୍ତିଆର। ଏ ନେଇ ରଣନିତୀବି ପ୍ରସ୍ତୁତ। ନିର୍ବାଚନ ପାଈ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ।ଆଗାମୀ ୨୯ ରେ ଜୟପୁର ଓ ଏପ୍ରେଲ ୧ ରେ କଳାହାଣ୍ଡିରେ ମୋଦି କରିବେ ବିଜୟ ସଙ୍କଳ୍ପ ସମାବେଶ। ମୋଦିଙ୍କ ସହ ୬ କେନ୍ଦ୍ରମନ୍ତ୍ରୀ ଯଥା ସଂଜୟ ପାଶ୍ବାନ୍,ଶିବ୍ ରାଜ ସିଂ ଚୌହାନ,ଆର୍ କେ ସିଂ, ରାମ୍ ବିଚାର୍ ସିଂ,ରାଧା ମୋହନ ସିଂ,ଜୟନ୍ତ ସିହ୍ନା ଓ ଅନ୍ୟାନ୍ୟ ହେବିଓ୍ବେଟ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏହାସହ ରାଜ୍ୟ ବିଜେପିର ବରିଷ୍ଠ ନେତୃତ୍ବ ଓ ଷ୍ଟାର ପ୍ରଚାରକ ମଧ୍ୟ ସାମିଲ୍ ହେବେ। ଟିକେଟ୍ ବଣ୍ଟନକୁ ନେଇ ରାଜ୍ୟ ବିଜେପିର କନ୍ଦଳ ରାସ୍ତାରେ ଗଡୁଥିବାବେଳେ ମୋଦିଙ୍କ ଗ୍ରସ୍ତ କି ପ୍ରଭାବ ପକାଉଛି ତାହା ଦେଖିବା ବାକି ରହିଲା।
Breaking
ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ରରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ୧୫ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ବଣ୍ଟନଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ରଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳାExxonMobil elevates India’s motorsports scene by powering first F4 Championship and Season 2 of Indian Racing League