Breaking

ନରମିଗଲେ ସୁରସାମ୍ରାଜ୍ଞୀ

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୁରୁତର ଥିବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ବେଶ୍ କିଛି ଦିନ ହେଲା ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ୍ ସହ ସେ ନିମୋନିଆରେ ପୀଡ଼ିତ…
Read More...

ପୁରୀରେ ପାଣ୍ଡିଆନ

ପୁରୀରେ ପହଞ୍ଚିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍। ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ସପରିବାର ଶ୍ରୀମନ୍ଦିର ଯାଇ ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦର୍ଶନ କରି ଫେରିଛନ୍ତି । ଏହାସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ।ସୂଚନାନୁଯାୟୀ ,…
Read More...

କରୋନା ସ୍ଥିତି ନିୟନ୍ତ୍ରଣ ହେବାପରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଖୋଲିବା ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ…

ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ଫେବୃୟାରୀ ୭ ରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛିି। ଏହି ପରିପେକ୍ଷୀରେ ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବା ବେଳେ, ଆସନ୍ତା ସୋମବାର ଠାରୁ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ରୁ ଉର୍ଦ୍ଧ୍ବ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବା ସହ…
Read More...

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଈ “ରକ୍ଷକ”

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ' ରକ୍ଷକ' କାର୍ଯ୍ୟକ୍ରମ ଲାଗୁ କରିଛନ୍ତି। ଏଥିରେ ରାଜ୍ୟର ୩୦,୦୦୦ ପ୍ରଥମ ଜୀବନ ରକ୍ଷାକାରୀଙ୍କୁ ତାଲିମ ଦିଆଯିବା ସହ ସାହାଯ୍ୟକାରୀଙ୍କ ପାଇଁ ଆର୍ଥିକ ପୁରସ୍କାରର ବ୍ୟବସ୍ଥା…
Read More...

ବରିଷ୍ଠ ଆଇ.ଏ.ଏସ୍. ବିନୋଦ କୁମାର ଚାକିରୀରୁ ବରଖାସ୍ତ।

ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି।ଶ୍ରୀ କୁମାର ଙ୍କୁ ଚାକିରୀ ରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ…
Read More...

5ଟସଚିବ ଙ୍କ ମହାନତା : ବିପଦ ସମୟ ରେ ଆଶାରଆଲୋକ ସାଜିଲା bsky କାର୍ଡ

ଜଗତସିଂହପୁର ଜିଲ୍ଲା କୃଷ୍ଣନାଦପୁର ଅଞ୍ଚଳ ର ଅକଲିମ ବକାଶ ର ଏକ ପୁଅ ଜାନୁଆରୀ ୨ ତାରିଖ ରେ ଜନ୍ମ ହେଇଥିଲା । ଜନ୍ମ ହେବା ପରେ ଶିଶୁଟି ଅସୁସ୍ଥ ହେବା ସହ ଶ୍ୱାସକ୍ରିୟା କରିବା ରେ ସମସ୍ୟା ହେଉଥିଲା ଏବଂ ତାକୁ ବାତ ମାରୁଥିଲା ପରେ ତାକୁ କଟକ ଶିଶୁ ଭବନ ଓ ଏକ ଘରେଇ ହସ୍ପିଟାଲ ରେ ବାପା ଅଲି…
Read More...

ବକ୍ସିଙ୍କ ସହିଦ୍ ଦିବସରେ “ପାଇକ ବିଦ୍ରୋହକୁ” ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ପାଇଁ ରଣହୁଙ୍କାର…

ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ “ବକ୍ସି” ବୋଲି କୁହାଯାଏ ସେ ପାଇକ ଜାତିର କୁଳତିଳକ । ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ । ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ । ଭାରତବର୍ଷ ସ୍ୱାଧୀନତା ଇତିହାସର ମୁଖବନ୍ଧ । “ପାଇକ…
Read More...