ତେଲୁଗୁ ସିନେମାରେ ବାବୁସାନ
ଭୁବନେଶ୍ବର: ଓଡ଼ିଆ ସିନେମାର ଚର୍ଚ୍ଚିତ ଅଭିନେତା ବାବୁସାନ ଏବେ ତେଲୁଗୁ ସିନେମାରେ ନଜର ଆସିବେ । ନିକଟରେ ବ୍ରହ୍ମପୁରରେ ଏକ
ବଡ଼ ଉତ୍ସବ ଭିତରେ ତାଙ୍କର ଆଗାମୀ ସିନେମା ‘ଅନ୍ତର୍ଯ୍ୟାମୀ’ର ଘୋଷଣା ସାଙ୍ଗକୁ ଫାଷ୍ଟଲୁକ୍ ବା ପୋଷ୍ଟର ରିଲିଜ୍ ହୋଇଛି ।
ଏହି ସିନେମାଟି ହିନ୍ଦୀ, ଓଡ଼ିଆ ସମେତ…
Read More...
Read More...