Breaking

ଐତିହ୍ୟକୁ ନେଇ ଆସୁଛି ଚଳଚ୍ଚିତ୍ର ‘ଲିଙ୍ଗରାଜ ମନ୍ଦିର’

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ଆସୁଛି ଆସୁଛି ନୂଆ ସିନେମା 'ଲିଙ୍ଗରାଜ ମନ୍ଦିର' l ଆଜି ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି l ଅନେକ ବର୍ଷ ତଳର ଐତିହ୍ୟ ଏଥିରେ ସ୍ଥାନ ପାଇଛି l ଖାଲି ସେତିକି ନୁହେଁ ଏକ ନିଆରା ପ୍ରେମ କାହାଣୀକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି l…
Read More...

ଦୁର୍ଗାପୂଜାରେ ‘ରୁଦ୍ରାଣୀ’ ଅବତାରରେ ଦର୍ଶନ ଦେବେ ଝିଲିକ

ଭୁବନେଶ୍ବର:ଦଶହରା’ରେ ପ୍ରେକ୍ଷାଳୟରେ ‘ରୁଦ୍ରାଣୀ’ ଅବତାରରେ ଦର୍ଶକଙ୍କୁ ଦର୍ଶନ ଦେବେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ l କାରଣ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ତାଙ୍କର ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ରୁଦ୍ରାଣୀ’ l ଯାହାକୁ ନେଇ ଦର୍ଶକଙ୍କ ମହଲରେ…
Read More...

ଆସୁଛନ୍ତି ବିଛା ଗ୍ୟାଙ୍ଗ୍

ଭୁବନେଶ୍ବର: ଓଲିଉଡ ଗିମିକ୍ ମାଷ୍ଟର ସଞ୍ଜୟ ନାୟକ ସର୍ବଦା ସିନେମାରେ ପରୀକ୍ଷା ନିରୀକ୍ଷା ଚଳାଇଥାନ୍ତି । ଏବେ ପୁଣି ଥରେ ସେମିତି କିଛି କରିବାକୁ ଯାଉଛନ୍ତି । ସ୍ୱାଧୀନତା ଦିବସରେ ଅବସରରେ ନୂଆ ଓଡ଼ିଆ ସିନେମା ‘ବିଛା ଗ୍ୟାଙ୍ଗ୍’ର ଶୀର୍ଷକ ଘୋଷଣା କରି ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ତରଙ୍ଗ…
Read More...

ବ୍ଲୁ ଟୋକାଇ ପକ୍ଷରୁ କୋରାପୁଟ କଫିର ଲଞ୍ଚିଂ

ଭୁବନେଶ୍ୱର : କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍ (କେଡ଼ିଏଫ୍‌) ଏହାର ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା କୋରାପୁଟରୁ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟ ଶୁଭାରମ୍ଭ କରିଛି । ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଭାରତର ସର୍ବବୃହତ ସ୍ପେସିଆଲିଟି କଫି ରୋଷ୍ଟର ଭାବରେ ପରିଚିତ । ଏହି ବର୍ଷ…
Read More...

‘ମୋ କଲେଜ’ ଅଭିଯାନ ଅଧୀନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୨: ‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ଶୁକ୍ରବାର ଦିନ ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ…
Read More...

ଏବେ “ଗ୍ୟାଙ୍ଗସ୍‌ ଅଫ ବ୍ରହ୍ମପୁର”

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ଆଉ ଏକ ଧମାକା ! ୱେବ୍ ସିରିଜ୍‌ "ଗ୍ୟାଙ୍ଗସ୍‌ ଅଫ ପୁରୀ" ର ଅପୂର୍ବ ସଫଳତା ପରେ ପୁଣି ଥରେ କଞ୍ଚାଲଙ୍କା ନେଇ ଆସୁଛି ମେଗା ୱେବ୍ ସିରିଜ୍‌ "ଗ୍ୟାଙ୍ଗସ୍ ଅଫ ବ୍ରହ୍ମପୁର" । "ଗ୍ୟାଙ୍ଗସ୍‌ ଅଫ ବ୍ରହ୍ମପୁର" ଦର୍ଶକମାନେ ବହୁ ମାତ୍ରାରେ ଗ୍ରହଣ…
Read More...