ବଢୁଛି ପ୍ରିୟଦର୍ଶୀଙ୍କ ଲୋକପ୍ରିୟତା
ଭୁବନେଶ୍ୱର,୧୯ା୪ ବିଜେଡି ଗଡ କୁହାଯାଉଥିବା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ବିଜେପି ସଂଗଠନ ବଢିବାରେ ଲାଗିଛି । ବିଜେଡି ହତାଦର ପ୍ରସଙ୍ଗ ଦେଖାଇ ବିଜେପିକୁ ଡେଇଁ ଟିକେଟ ହାତେଇଲା ପରେ ବସି ନାହାନ୍ତି ପ୍ରିୟ ।…
Read More...
Read More...