Breaking

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କୁ ଦିଲ୍ଲୀଠାରେ ଭେଟିଲେ ସାଂସଦ ଅପରାଜିତା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତାଷଡ଼ଙ୍ଗୀ ମହୋଦୟା ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମହୋଦୟଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ 120 ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ନୟାପଲ୍ଲୀ ଏବଂ ରାଜଧାନୀ ବାସୀଙ୍କ ତରଫରୁ ମନ୍ତ୍ରୀ ମହୋଦୟଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କଲେ ।ଏହି ଅବସରରେ ସାଂସଦ ମହୋଦୟା ମନ୍ତ୍ରୀ ମହୋଦୟଙ୍କୁ ବାର୍ଷିକ ରିପୋର୍ଟ କାର୍ଡ (ଦ୍ୱିତୀୟ ବର୍ଷ) ପୁସ୍ତକ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.