Breaking
Monthly Archives

December 2018

ପୁଣେରୁ ନିର୍ବାଚନ ଲଢ଼ିବେ ଧକ୍‌ଧକ୍‌ ଗାର୍ଲ ମାଧୁରୀ

ମୁମ୍ବାଇ : ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ରାଜନୀତିକୁ ଆସୁଛନ୍ତି । ଖୁବ୍‌ଶୀଘ୍ର ବିଜେପି ଦଳରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ୨୦୧୯ ରେ ପଦ୍ମ ଦଳ ତାଙ୍କୁ ପୁଣେ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ମଧ୍ୟ ଜଣାପଡ଼ିଛି। ଜୁନ୍‌ ମାସରେ ବିଜେପି ପକ୍ଷରୁ ‘ସମର୍ଥନ ପାଇଁ…
Read More...

ଘରେ ଲାଗୁଛି କି ଜନ୍ଦା,ପିମ୍ପୁଡିଙ୍କ ଲମ୍ବା ଲାଇନ୍ ? ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣାନ୍ତୁ କିଛି ସରଳ ଟିପ୍ସ

ଘରେ କିମ୍ବା ବଗିଚାରେ ଜନ୍ଦା ଏବଂ ପିମ୍ପୁଡିଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥାଏ । ଯାହା ପାଇଁ ନାହିନଥିବା ଅସୁବିଧାର ସାମ୍ମା କରିବାକୁ ପଡେ । ଘରକୁ କେହି ଅତିଥି ଆସିଲେ ଅସହଜ ଭଳି ମନେ ହୁଏ ଏବଂ ଘରେ ରଖିଥିବା ଜଳଖିଆ ହେଉ କିମ୍ବା ମିଠେଇ,ନମକିନ୍ ଜଲଦି ଖରାପ ହୋଇଯାଏ । ତେବେ ଏଭଳି…
Read More...

ଅଭିଜିତ ଆୟର ମିତ୍ରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଜେଲ ଯାଇଥିବା ଅଭିଜିତ୍ ଆୟର ମିତ୍ରଙ୍କୁ ଆଜି କୋଣାର୍କ ‘ଜେଏମ୍‌ଏଫସି’ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି…
Read More...

କଂଗ୍ରେସ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ବିଦା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡ଼ିଛନ୍ତି ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଲ୍‌ ଇଣ୍ଡିଆ କଂଗ୍ରେସ୍‌ କମିଟି (ଏଆଇସିସି) ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟିର…
Read More...

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧାରେ ଆୟୋଜିତ ବିଶାଳ ଜନ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆଜି ଏହି ସୂଚନା ଦେଇଛନ୍ତି।ଏଥିସହ ଆଗାମୀ…
Read More...

ଓଡ଼ିଶା ବଜାରକୁ ଆସିଲା ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ‘ଆଇ ଟଚ୍‌ ଷ୍ଟାର୍ଟ‘

ଭୁବନେଶ୍ୱର : ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି ‘ଆଇ ଟଚ୍‌ ଷ୍ଟାର୍ଟ‘ ଓଡ଼ିଶାରେ ଉନ୍ମୋଚିତ ହୋଇଛି। ଏହି ଗାଡ଼ି ଅଭିନବ ଇଲେକ୍‌ଟ୍ରିକ୍‌ ଷ୍ଟାର୍ଟ ପ୍ରଯୁକ୍ତି ‘ଆଇ- ଟଚ୍‌ ଷ୍ଟାର୍ଟ‘ ଆସିଛି ଯାହା ଭାରତରେ ପ୍ରଥମ ଥର ପାଇଁ ଷ୍ଟାର୍ଟର ଜେନେରେଟର ସହିତ…
Read More...