Breaking

ଆଫଗାନିସ୍ତାନରେ ବିସ୍ଫୋରଣ , ୧୨ମୃତ

0

କାବୁଲ, ୭ା୭: ଆଫଗାନିସ୍ତାନର ଗଜନୀରେ କାର ବୋମା ବିସ୍ଫୋରଣ ଘଟିଛି । ସେଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ୬୦ଜଣ ଆହତ ହୋଇଛନ୍ତି । ଏବଂ ଆହତ ହୋଇଥିବା ୬୦ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

loading...

Leave A Reply

Your email address will not be published.