Breaking

ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡ଼ିଶା ଯୋଗ ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ସମଗ୍ର ଓଡ଼ିଶାରେ ଏକ ରାଜ୍ୟ ସ୍ତରୀୟ ଅନଲାଇନ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ସଙ୍ଘଠନ ର ଆବାହକ ଯୋଗାଚାର୍ଯ୍ୟ ମନୋଜ କୁମାର ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।‌ ସଙ୍ଘଠନ ର ସଭାପତି ଯୋଗାଚାର୍ଯ୍ୟ ନବ କିଶୋର ଦାସ, ସାଧାରଣ ସମ୍ପାଦକ ଯୋଗାଚାର୍ଯ୍ୟ ଆଦିତ୍ୟ କୁମାର ଜେନା ଓ ରାଜ୍ୟ ଯୋଗ ପ୍ରଚାରକ ଡଃ ଆୟସକାନ୍ତ ଦାସ ମାନଙ୍କ ଦିଗଦର୍ଶନ ରେ ଏହି ମହାମାରୀ କୋଭିଡ୍ ୧୯ ର ଅସୁବିଧା କୁ ଆଖି ଆଗରେ ରଖି ଯୁବ ଯୋଗପ୍ରେମୀ ମାନଙ୍କ ଉତ୍ସାହ କୁ ବଳବତ୍ତର ରଖିବାପାଇଁ ପ୍ରେରଣା ଦେଇଥିଲେ। ଏଥିପାଇଁ ଓଡ଼ିଶାରୁ ବହୁ ପ୍ରତିଯୋଗି ଭାଗ ନେଇଥିଲେ।ଏହି ଅନଲାଇନ ଯୋଗ ପ୍ରତିଯୋଗିତା ଚାରୋଟି ବର୍ଗରେ ବଣ୍ଟା ଯାଇଥିଲା ଯଥା (ସବ ଜୁନିଅର ବର୍ଗର – ଛାତ୍ରୀମାନଙ୍କ ମଧ୍ୟରୁ- ସାଇ ଶ୍ରଦ୍ଧା ନାୟକ – ପ୍ରଥମ, ରାଜଲକ୍ଷ୍ମୀ ଜେନା- ଦ୍ବିତୀୟ, ୟଶସ୍ଵୀ ମୁଦୁଲି- ତୃତୀୟ, ଏବଂ ଛାତ୍ରୀମାନଙ୍କ ମଧ୍ୟରୁ ଜ୍ଞାନରଞ୍ଜନ ସିଆଲ- ପ୍ରଥମ, ତନମୟ ମହାନ୍ତି- ଦ୍ବିତୀୟ, ସୁର୍ୟାଂଷୁ ନାୟକ- ତୃତୀୟ )( ଜୁନିଅର ବର୍ଗର – ଛାତ୍ରୀମାନଙ୍କ ମଧ୍ୟରୁ- ଆଦିତି ମିଶ୍ର- ପ୍ରଥମ, ସ୍ମୃତିରଞ୍ଜୀତା ମହାନ୍ତି- ଦ୍ବିତୀୟ, ଇପ୍ସିତା ମୁର୍ମୁ- ତୃତୀୟ ଏବଂ ଛାତ୍ରୀମାନଙ୍କ ମଧ୍ୟରୁ କିଶନ ରଥ- ପ୍ରଥମ, ହରିଓମ୍ ପଥୀ- ଦ୍ବିତୀୟ, ଶୈ।ମେନ୍ଦ୍ର, ତୃତୀୟ)(ସବ ସିନିଅର ବର୍ଗର – ଛାତ୍ରୀମାନଙ୍କ ମଧ୍ୟରୁ- କଳ୍ପନା ବଳିଆର ସିଂ- ପ୍ରଥମ, ଛାତ୍ରୀମାନଙ୍କ ମଧ୍ୟରୁ ସୁନିଲ୍ ମଲ୍ଲିକ- ପ୍ରଥମ, ହିମାଂଶୁ ବେହେରା- ଦ୍ବିତୀୟ, ସୁଜୟ ମହାପାତ୍ର- ତୃତୀୟ)(ସିନିଅର ବର୍ଗର – ଛାତ୍ରୀମାନଙ୍କ ମଧ୍ୟରୁ ମଧୁସ୍ମିତା ସେନାପତି- ପ୍ରଥମ, ରଶ୍ମୀରେଖା ସାନ୍ତି- ଦ୍ବିତୀୟ ଏବଂ ଛାତ୍ରୀମାନଙ୍କ ମଧ୍ୟରୁ କେବଳ ଦୀପକ ସ୍ଵାଇଁ- ପ୍ରଥମ) ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଡଃ ଆଲୋକ କୁମାର ସ୍ବାଇଁ ମୁଖ୍ୟ ରୂପେ କାର୍ଯ୍ୟ ସମାପନ କରିଥିଲେ।ଏହି ପ୍ରତିଯୋଗିତା ରେ ସ୍ଵାମୀ ସାନ୍ତାନନ୍ଦଜୀଙ୍କ ଅମ୍ବୃତ ଆର୍ଶିବାଦ ଦ୍ବାରା ଏହି ଅନଲାଇନ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତା ଉଦ୍ ଜାପାନ କରାଗଲା।

loading...

Leave A Reply

Your email address will not be published.