Breaking

ଓଡିଶା ଇନଫର୍ମେସନ ଟେକ୍ନୋଲୋଜି ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ୱରଠାରେ ଓଡିଶା ଇନଫର୍ମେସନ ଟେକ୍ନୋଲୋଜି ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ପରିଚାଳନା କମିଟିର କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ନିର୍ବାଚନରେ ସଭାପତି ଭାବେ ଶ୍ରୀନିବାସ ତ୍ରୀପାଠି, ଉପ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ସମ୍ପାଦକ ଭାବେ ରାକେଶ କୁମାର ମହାପାତ୍ର ,ସହ ସମ୍ପାଦକ ଭାବେ ଦେବାଶିଷ ତ୍ରିପାଠୀ ଓ କୋଷାଧ୍ୟକ୍ଷ ଭାବେ ସଂଜୟ ସିଂ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ପ୍ରତିନିଧିମାନେ ଆସନ୍ତା ୨ ବର୍ଷ ପାଇଁ ଦାୟିତ୍ବ ସମ୍ପାଦନା କରିବେ।ଆଗାମୀ ଦିନ ମାନଙ୍କରେ ସଂଗଠନର କାର୍ଯ୍ୟକ୍ରମ କିପରି ସୂଚାରୁ ରୂପେ ସଂମ୍ପାଦନ ହେବ ସେ ନେଇ ଦୃଷ୍ଟି ଦିଆଯିବ ବୋଲି ନୂତନ କର୍ମକର୍ତାମାନେ ମତପ୍ରକାଶ କରିଥିଲେ।

loading...

Leave A Reply

Your email address will not be published.