Breaking

ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ

ପ୍ରଦୀପ ସିଂହ ଆଇଏଏସ ଟପ୍ପର, ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ; ଦଶମ ସ୍ଥାନରେ ସଞ୍ଜିତା ମହାପାତ୍ର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ । ପ୍ରଦୀପ ସିଂହ ୨୦୧୯ର ଆଇଏଏସ୍ ଟପର ହୋଇଛନ୍ତି । ଯତୀନ କିଶୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଇଏଏସ୍ ତାଲିକାର ଟପ ଟେନରେ ଦୁଇ ଓଡିଆ ରହିଛନ୍ତି । ଓଡିଶାର ଅଭିଷେକ୍ ସରାଫ ଅଷ୍ଟମ ସ୍ଥାନରେ ଥିବାବେଳେ ସଞ୍ଜିତା ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି । ସଞ୍ଜିତା ପୂର୍ବରୁ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଥିଲେ । ଏହି ପରୀକ୍ଷା ମୋଟ ୮୨୯ ଜଣ ସଫଳ ହୋଇଥିବା ସୂଚନା ମିଳିଛି ।୧୨୫ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ ।

loading...

Leave A Reply

Your email address will not be published.