ଭୁବନେଶ୍ବର: ଦେଶର ପ୍ରମୁଖ ଗହଣା ବ୍ରାଣ୍ଡ୍ ତନିସ୍କ ବର୍ତ୍ତମାନର ବିବାହ ଋତୁକୁ ଆକର୍ଷଣୀୟ କରିବା ପାଇଁ କମ୍ବୋ ଅଫର ଘୋଷଣା କରିଛି। ଦେଶରେ ଥିବା ତନିସ୍କର ସମସ୍ତ ଷ୍ଟୋରରେ ଏହି ଅଫର ମିଳିବ। କମ୍ପାନୀର ସୂଚନା ଅନୁସାରେ ଏହି କମ୍ବୋ ଅଫର ମାଧ୍ୟମରେ ଗ୍ରାହକ ସୁନା ଗହଣାର ଗଢ଼ା ମଜୁରିରେ ୨୫% ପର୍ଯ୍ୟନ୍ତ ରିହାତି ପାଇବା ସହିତ ହୀରା ଗହଣାର ମୂଲ୍ୟ ଉପରେ ୨୫% ରହିତା ପାଇବେ। ଖାଲି ସେତିକି ନୁହେଁ ପୁରୁଣା ଗହଣା ବଦଳ କଲେ ୧୦୦% ମୂଲ୍ୟ ମଧ୍ୟ ପ୍ରଦାନ କରାଯିବ।
ଏହା କମ୍ପାନୀ ତରଫରୁ ଏକ ଆକର୍ଷଣୀୟ ଏବଂ ସବୁଠାରୁ ବଡ଼ ଅଫର ବୋଲି କୁହାଯାଇଛି। ଏହି ଅଫର ସମୟରେ ଗ୍ରାହକ ସୁନା ଗହଣା ଗଢ଼ା ମଜୁରି ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇବା ସାଙ୍ଗକୁ ହୀରା ଗହଣା ମୂଲ୍ୟରେ ମଧ୍ୟ ଏହି ରିହାତି ପାଇବେ। ତା ସହିତ ପୁରୁଣା ସୁନା ଗହଣାକୁ ମଧ୍ୟ ଉଚିତ ମୂଲ୍ୟରେ ୧୦୦ ପ୍ରତିଶତ ମୂଲ୍ୟରେ ବଦଳ କରିପାରବେ।
ବିବାହଋତୁରେ ଏହି ଅଫର ସହିତ ତନିଷ୍କ ବ୍ରାଣ୍ଡରେ ଗ୍ରାହକମାନଙ୍କ ପାଇଁ ଉତ୍ସବ, ଲାବନ୍ୟମ, ଗୁଲ୍ନାଜ୍ ଏବଂ ଅଭିର ଭଳି ଉତ୍ପାଦ ରହିଛି, ଯାହାରକି ମୂଲ୍ୟ ୧୦୦୦୦ ଟଙ୍କାରୁ ଆରମ୍ଭ ହ
Breaking
Kinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲ