Breaking

ଅନନ୍ତଙ୍କୁ ବିଡିଏ ଅଧ୍ୟକ୍ଷ ଦାୟିତ୍ୱ

0

ଭୂବନେଶ୍ବର:ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ରାଜ୍ୟ ସରକାର ଦେଇଛନ୍ତି ନୂଆ ଦାୟିତ୍ୱ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଶ୍ରୀ ଜେନାଙ୍କୁ ଦିଆଯାଇଛି। ତେବେ ଏ ନେଇ ନିଜ ପ୍ରତିକ୍ରିୟାରେ ଅନନ୍ତ ଜେନାକହିଛନ୍ତି ,ମୁଖ୍ୟମନ୍ତ୍ରୀ ମତେ ଯାହାବି ଦାୟିତ୍ୱ ଦେବେ ମୁ ତାହାକୁ ସୂଚାରୁରୂପେ ନିର୍ବାହ କରିବି । ଅନନ୍ତ ନାରାୟଣ ଜେନା ଦୁଇ ଦୁଇ ଥର ଭୁବନେଶ୍ୱରର ମେୟର ପଦରେ ରହିସାରିଛନ୍ତି । ସେ ମେୟର ଥିବା ସମୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯିବା ସହ ଭୂବନେଶ୍ବରକୁ ପ୍ରଥମ ସ୍ମାର୍ଟସିଟି ମାନ୍ୟତା ମିଳିଛି।ତେବେ ନୂତନ ଦାୟିତ୍ୱକୁ ସେ କିପରି ତୁଲାଉଛନ୍ତି ତାହାକୁ ଦେଖିବା ବାକିରହିଲା।

loading...

Leave A Reply

Your email address will not be published.