ଭୁବନେଶ୍ବର: ଦେଶର ପ୍ରମୁଖ ଗହଣା ବ୍ରାଣ୍ଡ୍ ତନିସ୍କ ବର୍ତ୍ତମାନର ବିବାହ ଋତୁକୁ ଆକର୍ଷଣୀୟ କରିବା ପାଇଁ କମ୍ବୋ ଅଫର ଘୋଷଣା କରିଛି। ଦେଶରେ ଥିବା ତନିସ୍କର ସମସ୍ତ ଷ୍ଟୋରରେ ଏହି ଅଫର ମିଳିବ। କମ୍ପାନୀର ସୂଚନା ଅନୁସାରେ ଏହି କମ୍ବୋ ଅଫର ମାଧ୍ୟମରେ ଗ୍ରାହକ ସୁନା ଗହଣାର ଗଢ଼ା ମଜୁରିରେ ୨୫% ପର୍ଯ୍ୟନ୍ତ ରିହାତି ପାଇବା ସହିତ ହୀରା ଗହଣାର ମୂଲ୍ୟ ଉପରେ ୨୫% ରହିତା ପାଇବେ। ଖାଲି ସେତିକି ନୁହେଁ ପୁରୁଣା ଗହଣା ବଦଳ କଲେ ୧୦୦% ମୂଲ୍ୟ ମଧ୍ୟ ପ୍ରଦାନ କରାଯିବ।
ଏହା କମ୍ପାନୀ ତରଫରୁ ଏକ ଆକର୍ଷଣୀୟ ଏବଂ ସବୁଠାରୁ ବଡ଼ ଅଫର ବୋଲି କୁହାଯାଇଛି। ଏହି ଅଫର ସମୟରେ ଗ୍ରାହକ ସୁନା ଗହଣା ଗଢ଼ା ମଜୁରି ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇବା ସାଙ୍ଗକୁ ହୀରା ଗହଣା ମୂଲ୍ୟରେ ମଧ୍ୟ ଏହି ରିହାତି ପାଇବେ। ତା ସହିତ ପୁରୁଣା ସୁନା ଗହଣାକୁ ମଧ୍ୟ ଉଚିତ ମୂଲ୍ୟରେ ୧୦୦ ପ୍ରତିଶତ ମୂଲ୍ୟରେ ବଦଳ କରିପାରବେ।
ବିବାହଋତୁରେ ଏହି ଅଫର ସହିତ ତନିଷ୍କ ବ୍ରାଣ୍ଡରେ ଗ୍ରାହକମାନଙ୍କ ପାଇଁ ଉତ୍ସବ, ଲାବନ୍ୟମ, ଗୁଲ୍ନାଜ୍ ଏବଂ ଅଭିର ଭଳି ଉତ୍ପାଦ ରହିଛି, ଯାହାରକି ମୂଲ୍ୟ ୧୦୦୦୦ ଟଙ୍କାରୁ ଆରମ୍ଭ ହ
Breaking
ଭିଏସ୍ଏସ୍ ନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ୨୯ରେ ମୁକ୍ତି ଲାଭ କରିବ ଚଳଚିତ୍ର “ସପନଟିଏ-ଏ ଡ଼୍ରିମ୍”ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର ‘ପୁରସ୍କାର ବିତରଣ ଉତ୍ସବReliance Digital unveils its newly launched store in Bapuji Nagar, Bhubaneswar.Utkal Builders Limited, Bhubaneswar conferred with prestigious Times Business Awards “Trusted Developer of the Year”