Breaking

ଖୋଲିଲା ସ୍ବର୍ଗଦ୍ବାର । ହଟିଲା କଟକଣା

ବର୍ହିଜିଲ୍ଲା ସର୍ବସାଧାରଣ କରିପାରିବେ ଶବଦାହ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ହଟିଲା କଟକଣା। ପୁରୀ ଜିଲ୍ଲା ବାହାରର ଯେ କେହି ଆତ୍ମୀୟଙ୍କ ସଂସ୍କାର କରିପାରିବେ। କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣା ହଟଯିବା ସହ ଶବ ସତ୍କାର ବେଳେ କୋଭିଡ଼ ଗାଇଡଲାଇନ ପାଳନ କରିବା ପାଇ ସୂଚନା ଦିଆଯାଇଛି।ଧର୍ମିୟ ଭାବନା ସହ ସ୍ବର୍ଗଦ୍ବାର ଜଡିତ ଥିବା ହେତୁ ଏହା ଜିଲ୍ଲା ବାହାରର ଶବ ଦାହ ନିମିତ୍ତ ଇଛ୍ଛୁକ ଜନସାଧାରଣ ପାଇ ଏକ ଆସ୍ବସ୍ତିକର ଖବର ନିଶ୍ଚୟ।

loading...

Leave A Reply

Your email address will not be published.