Breaking

ସାଇନିଂ ଇଭେଣ୍ଟ୍ ର ନିଆରା ଶ୍ରଦ୍ଧାଞଳୀ

0

ଭୁବନେଶ୍ବର :ଓଡିଶାର ୨ ଶହିଦ୍ ଯବାନକଂ ଏକାଦଶ କାମପାଇଁ ବିନାମୂଲ୍ୟରେ ସମସ୍ତ ଆୟୋଜନ କାମ କରିବ ସାଇନିଂ ଇଭେଣ୍ଟ୍ । ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆଟସ୍ ସଭ୍ୟ ଏହି ସେବା କାମରେ ସହଯୋଗ କରିବେ । ଆଜି ଉକ୍ତ ଟିମ୍ ର ମୁଖ୍ୟ ପରିଚାଳକ ପବନ ପରିଡା ଓ ଉପଦେଷ୍ଟା ବିଦ୍ଯାଧର ବାରିକ ଭୁବନେଶ୍ବରରୁ ନିଜ ଟିମ୍ ସହ ଯାଇ ସହିଦ୍ ପରିବାର ଲୋକକୁ୍ଂ ତାକଂ ବାସଭବନରେ ଭେଟିଥିଲେ । ପରିବାର ଲୋକକଂ ଶୋକରେ ସାମିଲହୋଇ ତାକଂ ଅନୁମତି ଆଣି ଉକ୍ତ ଇଭେଣ୍ଟ କମ୍ପାନି ସମସ୍ତ ଆୟୋଜନ କାମ ବିନାମୂଲ୍ୟରେ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଶହିଦ୍ କଂ ଏକାଦଶ କାମ ଆୟୋଜନ ଶୁକ୍ରବାର ଠାରୁ ଆରମ୍ଭ ହେବ । ଏହି କାମ ଶହିଦ୍ କୁଂ ଶେଷ୍ଟ ଶ୍ରଦ୍ଧାଜଂଳୀ ବୋଲି ପ୍ରକାଶ କରିଛନ୍ତି ପବନ ଓ ବିଦ୍ଯାଧର . ସୁରୁଖୁରୁରେ ଏହି ଆୟୋଜନ କାମ କରାଯିବା ନେଇ ଇଭେଣ୍ଟର ସଭ୍ୟମାନେ ଗ୍ରାମବାସୀକଂ ସହଯୋଗ କାମନା କରିଛନ୍ତି । ଶହିଦ୍ ପରିବାର ଦୁଃଖରେ ଛୋଟ ସହଯୋଗର ହାତ ବଢାଇ ଏପରି ଭିନ୍ନ ଧରଣର ଶ୍ରଦ୍ଧାଜଂଳି ପ୍ରଦାନକରି ସାଇନିଂ ଇଭେଣ୍ଟ ଓ କଳିଙ୍ଗ ସିନେ ଆଟସ୍ ର ପବନ ପରିଡା,ବିଦ୍ଯାଧର ବାରିକ,ବିଭୁତିରଂଜନ ପରିଡା, ଶିବଦତ୍ତ ମହାପାତ୍ର,ଅଭିଷେକ ପଟ୍ଟନାୟକ,ଚିନ୍ମୟ ରଥ ନିଜକୁ ନିଜକୁ ଧନ୍ୟ ମନେକରିଛନ୍ତି ।

loading...

Leave A Reply

Your email address will not be published.