Breaking

ଅପେକ୍ଷାର ଅବସାନ : ଆଜି ଖୋଲିବ ବହୁ ପ୍ରତିକ୍ଷିତ ବମିଖାଲ ଓଭରବ୍ରିଜ୍

0

ଭୂବନେଶ୍ବର: ଶେଷ ହେଲା ପ୍ରତିକ୍ଷା। ବହୁ ବାଦବିବାଦର ଅନ୍ତ ଘଟାଇ ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଜନସାଧାରଣ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବମିଖାଲ ଓଭରବ୍ରିଜ୍।ସୂଚନା ଅନୁସାରେ ଆଜି ସଂଧ୍ୟା ୬ ଘଣ୍ଟିକା ସମୟରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ।ତେବେ ଦିର୍ଘ ୭ବର୍ଷ ସମୟ ଓ ୪୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବ୍ରିଜ୍ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ଦିର୍ଘ ଦିନର ଟ୍ରାଫିକ୍ ସମସ୍ୟାରେ ଜର୍ଜରିତ ହେଉଥିବା ତଥା ଏହି ଅଞ୍ଚଳ ଉପରେ ନିର୍ଭର କରୁଥିବା ବାସିନ୍ଦାଙ୍କ ପାଇ ଏହା ନିଶ୍ଚିତ ରୂପେ ଖୁସି ଆଣି ଦେଇଛି।

loading...

Leave A Reply

Your email address will not be published.