Breaking

ଭୁବନେଶ୍ୱରରେ ପହଞ୍ଚିଲେ ସଲମାନ୍‌ ଖାନ୍‌

0

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡର ଭାଇଜାନ । କଳିଙ୍ଗ ଷ୍ଟାଡିୟମ ପରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱକପ ହକି ଉଦଘାଟନୀ ଉତ୍ସବର ସେଲିବ୍ରେସନରେ ଯୋଗ ଦେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସଲମାନ ଖାନ୍ ।ସଲମାନ୍‌ଙ୍କର ଗୋଟିଏ ଝଲକ ପାଇବା ପାଇଁ ବିମାନ ବନ୍ଦର ଓ ରାସ୍ତାରେ ତାଙ୍କର ଫ୍ୟାନମାନଙ୍କର ପ୍ରବଳ ଭିଡ ଜମି ରହିଛି।ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ କାର୍ ଯୋଗେ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଛନ୍ତି ଦବଙ୍ଗ ଖାନ୍ ।

loading...

Leave A Reply

Your email address will not be published.