Breaking

ଶବର ସାଥି ସାଗରିକା

0

ଭୁବନେଶ୍ୱର : ଜଟଣୀ ରୋଡ ,ଏବରଙ୍ଗ ,ଗାୟତ୍ରୀ ବିହାର ରେ ନିର୍ମାଣଧୀନ କେଶରୀ ପାରାଡ଼ାଇଜ ରେ କାମ କରୁଥିବା,ତିଲାକା ନଗର ,ବନ୍ଧମୁଣ୍ଡା,ରାଉଲକେଲା ର ଆଦିବାସୀ ବ୍ୟକ୍ତି ଚୈତନ୍ୟ ନାଗବଂଶୀ ଙ୍କ ବହୁଦିନରୁ ଦେହ ଖରାପ ଥିବାବେଳେ ଗତକାଲି ମୃତ୍ୟୁବରଣ କରିଥିଲେ । ଗରିବ,ଅସହାୟ,ହୋଇଥିବାରୁ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ର ସଦସ୍ୟା ସମାଜସେବୀ ସୁରେଶ୍ୱରୀ ସାଗରିକା ଜେନା ଏବଂ (ପ୍ରଦୀପ ସେବା ଟ୍ରଷ୍ଟ ) ସହଯୋଗରେ ସୁନ୍ଦରପଦା ସ୍ମଶାନରେ ଶଵ ଦାହ କରିଥିଲେ ।ଏହା ସାଗରୀକାଙ୍କର ପ୍ରଥମ ନୁହେଁ, ଏହା ପୂର୍ବରୁ ସେ ବହୁ ଗରିବ ମାନଙ୍କ ଶବ ସତ୍କାର କରିଛନ୍ତି।

loading...

Leave A Reply

Your email address will not be published.