Breaking

ଦମ୍ ଦେଖାଇଲେ ମୋଦି

ବିମାନ ବନ୍ଦରରୁ ବରମୁଣ୍ଡା ଗେରୁଆମୟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ। ଏୟାରପୋର୍ଟରୁ ବରମୁଣ୍ଡା ପଡିଆ ଗେରୁଆମୟ। ରାସ୍ତା କଡରେ ହଜାର ହଜାର ଜନତା ସ୍ବାଗତ କରୁଥାନ୍ତି ନିଜ ପ୍ରିୟ ମୋଦିଙ୍କୁ। ମୋଦି ମଧ୍ୟ ସମବେତ ଜନତାଙ୍କୁ ଜଣଉଥାନ୍ତି ଅଭିବାଦନ। ବିଳମ୍ବିତ ସଂଧ୍ୟାରେ ମୋଦିଙ୍କ କାରକେଡ୍ ପହଞ୍ଚିଲା ସଭାସ୍ଥଳରେ।ହଜାର ହଜାର ଜନସାଧାରଣ ଙ୍କୁ ଉଦ୍ଭୋଦିତ କରି ରାଜ୍ୟସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ମୋଦି।ନବୀନ ସରକାରଙ୍କର ବିଭିନ୍ନ ଯୋଜନାକୁ ଟାର୍ଗେଟ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର କଥା ଦୋହରାଇଛନ୍ତି।ଏହା ସହ ବିପୁଳ ଜନ ସମାଗମ ପାଇ ସମବେତ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

loading...

Leave A Reply

Your email address will not be published.