Breaking

ଏପ୍ରେଲ୍ ୧୮ ରୁ ଖରା ଛୁଟି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ
ଭୁବନେଶ୍ବର
:ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ କୁ ନଜର ରଖି ଛୁଟି ଘୋଷଣା କରାଯାଇଛି । ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଓ ଆଗକୁ ବଢିବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଏସ୍ଆରସି ବିଷ୍ନୁପଦ ସେଠି ଆଜି ଏହି ଘୋଷଣା କରିଛନ୍ତି।

loading...

Leave A Reply

Your email address will not be published.