banner
Breaking

ଆସନ୍ତାକାଲି ଭୁବନେଶ୍ୱର ଆସିବେ ସଚିନ ତେନ୍ଦୁଲକର

0

ଭୁବନେଶ୍ବର: କାଲି ଓଡ଼ିଶା ଆସିବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ ଯୋଗ ଦେବେ ମାଷ୍ଟର ବ୍ଲାଷ୍ଟର । ଏ ନେଇ ସଚିନ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ଏଥିସହ ସେ ହକି ବିଶ୍ୱକପ୍‌ର ବିଶ୍ବସ୍ତରୀୟ ଅାୟୋଜନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହକି ଇଣ୍ଡିଅାକୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟରେ ସଚିନ୍ ଲେଖିଛନ୍ତି- ‘ମୁଁ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ୍ ଅାସୁଛି। ସେଠାରେ ଦେଖାହେବ!’

Leave A Reply

Your email address will not be published.