Breaking

ଭାରତରେ ଏଭଳି କିଛି ଜାଗା ଯେଉଁଠି ସାମାନ୍ୟ ରୁଟି ପାଇଁ ଦେହ ବିକିବାକୁ ପଡେ

0

ଆଜିକାଲି ଦୁନିଆରେ ଏପରି କଥା ସବୁ ଉଠୁଛି ଯାହା ଶୁଣିଲେ ମଧ୍ୟ ଖରାପ ଲାଗୁଚି | କିନ୍ତୁ ଆଜି ଆମେ ଆପଣକୁ ଏପରି କଥା କହିବୁ ଯାହା ଶୁଣିଲେ ଆପଣ ବିଶ୍ୱାସ କରିବେ ନାହିଁ | ଝିଅ ମାନେ ନିଜର ଇଯତକୁ ସବୁଠୁ ବଡ ଗହଣା କୁହାଯାଏ ମାତ୍ର ସାମାନ୍ୟ କିଛି ପଟ ରୁଟି ଆଉ ଟିକେ ଖାଇବା ପାଇଁ ମଧ୍ୟ ଏହି ଇଯତ କୁ ବିକିବାପାଇଁ ପଡେ | କେବଳ ଛୋଟ ସହର ନୁହଁ ବଡ ସାହରେ ମଧ୍ୟ ଏପରି କରାଯାଏ | ଯେଉଁଠି ସବୁ ଜାଣିଶୁଣି ହୁଏ ଜଣେ କୁଆଁରୀ ଝିଅର ଦେହ ର ସଉଦା | ଆମେ ଆଜି ଆପଣାକୁ ଏପରି କିଛି ଜାଗର ନାଁ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ |

ଗ୍ବାଲିଅରର ରେଶମପୁରା – ମଧ୍ୟ ପ୍ରଦେଶର ଗ୍ବାଲିଅରରେ ରହିଛି ରେଶମପୁରା ରେଡ୍‌ ଲାଇଟ୍‌ ଏରିଆ। ଏଠାକୁ ଦେହ ବ୍ୟବସାୟ ପାଇଁ ବିଦେଶର ତରୁଣୀମାନଙ୍କୁ ଅଣାଯାଏ। କଲେଜ ଝିଅମାନେ ମଧ୍ୟ ଏହି ଅଞ୍ଚଳରେ ଅର୍ଥ ରୋଜଗାର ପାଇଁ ଦେହକୁ ବାଜି ଲଗାଇଥାନ୍ତି। ସେହିପରି ଆହ୍ଲାବାଦର ମୀରଗଞ୍ଜ ମଧ୍ୟ ଭିନ୍ନ ଏକ ରେଡ୍‌ଲାଇଟ୍‌ ଅଞ୍ଚଳ ଭାବେ ଅପଖ୍ୟାତି ପାଇଛି। ବାରଣାସୀର ଗିରଦାସପୁର, ନାଗପୁରର ଗଙ୍ଗା ଯମୁନା, ମୁଜାଫରପୁରର ଚତୁର୍ଭୁଜ ସ୍ଥାନ, ମେରଠର କବାଡ଼ି ବଜାର ଓ ଭୁବନେଶ୍ବରର ମାଳିସାହି ଦେହର କ୍ଷୁଧା ମେଣ୍ଟାଇବା ଲାଗି ଅନ୍ୟ ଏକ ଠିକଣା ପାଲଟିଛି।

ଓଡ଼ିଶାର ମାଳିସାହି – ସେହିପରି ଓଡ଼ିଶାରେ ମଧ୍ୟ ଏ ଭଳି ଧନ୍ଦା ଚାଲିଥାଏ | କେବଳ ରାତିରେ ନୁହଁ ଦିନରେ ମଧ୍ୟ ଏପରି କମା ଚାଲେ ଖୋଦ ରାଜଧାନୀ ରେ | ନିଜର ପେଟ କୁ ଖଣ୍ଡେ ଦାନ ଦେବା ପାଇଁ ଯୁବତୀମାନେ ନିଜକୁ ଏହି କାମରେ ଲିପ୍ତ କରିଥାନ୍ତି

ବୁଧବାର ପିଠା ପୁନେ – ଏହି ଜାଗାରେ ପ୍ରାୟ ନେପାଳୀ ଝିଅ ମାନେ ଏହି କାର୍ଯ୍ୟରେ ଲିପ୍ତ ଥାନ୍ତି | ଏନେକ ପରିମାଣର ଝିଅ ଏଠାରେ ନିଜକଃଲୁ ଏହି କାମରେ ଲଗେଇ ଥାନ୍ତି ନିଜର ଭୋକିଲା ପେଟକୁ ଖଣ୍ଡେ ରୁଟି ଦେବା ପାଇଁ

ଗଙ୍ଗା ଯମୁନା – ଏ ଅଂଚଳ ମହାରାଷ୍ଟ୍ର ର ଉପରଜଧାନୀ ନାଗପୁର ପାଖରେ ଅବସ୍ତିତ | ଏଠାରେ ଦେହ ବେପାର ସହ ଅପରାଧୀମାନଙ୍କ ଆଡା ମଧ୍ୟ ଅଟେ

ଦିଲୀର ଜିବି ରୋଡ୍‌ – ଦିଲ୍ଲୀଠାରେ ରହିଛି ଜିବି ରୋଡ୍‌। ଏହାର ପୂରା ନାମ ଗାର୍‌ଷ୍ଟିନ୍‌ ବାଷ୍ଟିନୋ ରୋଡ୍‌। ଏହା ଦିଲ୍ଲୀର ସବୁଠାରୁ ବଡ଼ ରେଡ୍‌ ଲାଇଟ୍‌ ଏରିଆ। କୁହାଯାଏ ମୋଗଲ ରାଜ ସମୟରେ ଏଠାରେ ପ୍ରାୟ ୫ଟି ରେଡ୍‌ ଲାଇଟ୍‌ ଏରିଆ ବା କୋଠା ଥିଲା। ଇଂରେଜ ସମୟରେ ଏହି ୫ଟି ସ୍ଥାନକୁ ମିଶାଇ ଗୋଟାଏ କରି ଦିଆଯାଇଥିଲା। ସେହି ସମୟରେ ଏହାର ନାମ ଜିବି ରୋଡ୍‌ ଦିଆଗଲା । ଏଠାରେ ଗୋଟିଏ ରୁମ୍‌ରେ ଅନେକ ଛୋଟ ଛୋଟ କ୍ୟାବିନ୍‌ ଥାଏ। ଯେଉଁଠାରେ ଗୋଟିଏ ସମୟରେ ଅନେକ ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯାଏ।

ମୁମ୍ବାଇର କମାଠିପୁରା – ଦେଶର ଦ୍ବିତୀୟ ସର୍ବବୃହତ୍‌ ରେଡ୍‌ ଲାଇଟ୍‌ ଅଞ୍ଚଳ ଭାବେ କମାଠିପୁରା ପରିଚିତି ପାଇଛି। ୮୦ ଦଶକରେ ହାଜି ମସ୍ତାନ ଓ ଦାଉଦ୍‌ ଇବ୍ରାହିମ୍‌ ଭଳି ଗ୍ୟାଙ୍ଗଷ୍ଟର ଏଠାକୁ ଆସୁଥିବା କୁହାଯାଏ। ରୁପେଲି ଜଗତର ଅନେକ କାହାଣୀ ଓ ଦୃଶ୍ୟରେ କମାଠିପୁରା ଅବ୍ୟକ୍ତ ସଂଳାପ ଓ ଚେହେରା ରହିଛି।

You May Like Here:
            ⇓

loading...

Leave A Reply

Your email address will not be published.