ଭୁବନେଶ୍ୱର: ଏସିୟାନ୍ ଗେମସ୍ରେ କ୍ରମାଗତ ଚମତ୍କାର ପ୍ରଦର୍ଶନ କରି ଓଡ଼ିଆ ଝିଅ ଦୂତି ଚାନ୍ଦ ଭାରତର ଗୌରବ ବୃଦ୍ଧି କରିଛନ୍ତି।୨୦୦ମିଟର ଦୌଡ଼ରେ ଦୂତୀ ଚାନ୍ଦ ରୌପ୍ୟ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ତେବେ ତାଙ୍କର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଦେଢ଼ କୋଟି ଘୋଷଣା କରିଛନ୍ତି । ଏହାସହ ଆଗାମୀ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୦୦ମିଟର ଦୌଡ଼ରେ ଦୂତୀଙ୍କ ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ଏହିଭଳି ଦୈଡରାଣୀ ଦୂତିଙ୍କୁ ମୋଟ ୩ କୋଟି ରାଜ୍ୟ ସରକାର ଦେବେ ।
Breaking
ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତପରିଚୟ ପକ୍ଷରୁ ନିଆରା ରଜ ଉତ୍ସବ :ମେଧାବୀ ଛାତ୍ରୀଙ୍କୁ ବାଣ୍ଟିଲେ ସାଇକେଲଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ : ପ୍ରଦାହକୁ ହ୍ରାସ କରିବାର ୫ ଟି ଉପାୟ