Breaking

ବିବାହ ଦିନରେ ବର୍ଷା ହେଲେ ଭଲ ! ଜାଣନ୍ତୁ କାହିଁକି ?

0

ବିବାହ ଦିନରେ ବର୍ଷା ହେଲେ ଲୋକେ ଚିନ୍ତିତ ହୋଇପଡ଼ନ୍ତି । ସବୁ ଅସୁବିଧା ହୋଇଗଲା ବୋଲି ଭାବିଥାନ୍ତି । କିନ୍ତୁ ବର୍ଷା ହେଲେ ଭଲ । ଏହା ଗରମ ପରିବେଶକୁ ଥଣ୍ଡା କରିଥାଏ । ପ୍ରଦୂଷଣକୁ ବି କମ୍ କରିଥାଏ । କିନ୍ତୁ ଏହି ବର୍ଷା, ଯେତେବେଳେ କିଛି ଜରୁରୀ କାମ କରିବା ପାଇଁ ବାହାରୁଥିବ ସେତେବେଳେ ଅସୁବିଧା କରାଏ ।

ବର୍ଷା ଆସିଲେ ଚାରିଆଡେ ଜୀବନ ଆସିଗଲା ପରିଲାଗେ , ସେଥିପାଇଁ ବିବାହ ଦିନ ବର୍ଷା ହେବାକୁ ଶୁଭର ପ୍ରତୀକ ମାନନ୍ତି । ଏହି ବର୍ଷା ବର-ବଧୂଙ୍କର ଦାମ୍ପତ୍ୟ ଜୀବନକୁ ସୁଖମୟ ବନେଇଥାଏ ଏବଂ ତା’ ସହ ସନ୍ତାନଯୋଗ୍ୟ ମଧ୍ୟ ସୁଖ ବନେଇଥାଏ । କେହି ଲୋକ ମାନନ୍ତି କି ବିବାହ ଦିନ ବର୍ଷା ହେଲେ ଶୀଘ୍ର ସନ୍ତାନ ପ୍ରାପ୍ତ ହୋଇଥାଏ । ଏହା ଏକ ମାନ୍ୟତା କି ବର୍ଷା ହେବା ସ୍ଥିତିକୁ ପ୍ରଜନନ ସହ ଯୋଡା ଯାଏ । ବର୍ଷା ହେଲେ ବିବାହ ଦିନ ଦାମ୍ପତ୍ୟ ଜୀବନରେ ସବୁ ଦୁର୍ଭାଗ୍ୟ ଦୂର ହୋଇଥାଏ । ହିନ୍ଦୁ ସଂସ୍କୃତି ଅନୁସାରେ ବିବାହ ଦିନ ହେଲେ ସଂପର୍କ ସୁଦୃଢ ହୋଇଥାଏ । ବର୍ଷା ପାଣିରେ ଭିଜା କନ୍ୟାକୁ ସୈାଭାଗ୍ୟବତୀ କୁହାଯାଏ ।

loading...

Leave A Reply

Your email address will not be published.