banner
Breaking

ନୀଳାଦ୍ରି ବିହାରରେ ରାଜନୈତିକ ହି°ସାକାଣ୍ଡ ଜଣେ ଗୁରୁତର ଆହତ

0

ଭୁବନେଶ୍ବର: ରାଜନୀତି ଏବେ ହିସା°ର ନୀତି ପାଲଟି ଯାଇଛି । ଆଜି ସକାଳୁ ନୀଳାଦ୍ରି ବିହାର ମଙ୍ଗଳା ବସ୍ତିରେ ବିଜେପିର ପ୍ରଚାର ଗାଡିକୁ ବସ୍ତି ବାସିନ୍ଦା ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏଥିରେ କିଛି ବିଜେପି କର୍ମୀ ଆହତ ହୋଇଥିଲେ । ଠିକ୍ ଏହାର ୧୨ ଘଣ୍ଟା ପରେ ବିଜେପିର କିଛି ପିଲା ଆସି ମଙ୍ଗଳା ବସ୍ତିରେ ପସି ତିନୋଟି ଦୋକାନ ବାଡେଇ ଭାଙ୍ଗିବା ସହ ରଞ୍ଜନ ନାୟକ ନାମକ ଜଣେ ଯୁବକ ଙ୍କୁ ପ୍ରବଳ ପିଟିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସେମାନେ ପଳାଇ ଯାଇ ସାରିଥିଲେ । ରଞ୍ଜନକୁ ଉଦ୍ଧାର କରି ଡାକ୍ତରଖାନା ନେଇଛନ୍ତି । ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି ।

Leave A Reply

Your email address will not be published.