ଭୁବନେଶ୍ବର: ରାଜନୀତି ଏବେ ହିସା°ର ନୀତି ପାଲଟି ଯାଇଛି । ଆଜି ସକାଳୁ ନୀଳାଦ୍ରି ବିହାର ମଙ୍ଗଳା ବସ୍ତିରେ ବିଜେପିର ପ୍ରଚାର ଗାଡିକୁ ବସ୍ତି ବାସିନ୍ଦା ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏଥିରେ କିଛି ବିଜେପି କର୍ମୀ ଆହତ ହୋଇଥିଲେ । ଠିକ୍ ଏହାର ୧୨ ଘଣ୍ଟା ପରେ ବିଜେପିର କିଛି ପିଲା ଆସି ମଙ୍ଗଳା ବସ୍ତିରେ ପସି ତିନୋଟି ଦୋକାନ ବାଡେଇ ଭାଙ୍ଗିବା ସହ ରଞ୍ଜନ ନାୟକ ନାମକ ଜଣେ ଯୁବକ ଙ୍କୁ ପ୍ରବଳ ପିଟିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସେମାନେ ପଳାଇ ଯାଇ ସାରିଥିଲେ । ରଞ୍ଜନକୁ ଉଦ୍ଧାର କରି ଡାକ୍ତରଖାନା ନେଇଛନ୍ତି । ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି ।
Breaking
ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତପରିଚୟ ପକ୍ଷରୁ ନିଆରା ରଜ ଉତ୍ସବ :ମେଧାବୀ ଛାତ୍ରୀଙ୍କୁ ବାଣ୍ଟିଲେ ସାଇକେଲଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ : ପ୍ରଦାହକୁ ହ୍ରାସ କରିବାର ୫ ଟି ଉପାୟ