Breaking

ରାଜ୍ୟ ସରକାରଙ୍କ “ବେକାରୀ” ନୀତିକୁ ତୀବ୍ର ସମାଲୋଚନା କଲା ପାଇକ ମହାସଂଘ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: କରୋନା ମହାମାରୀ ଯେତେବେଳେ ଜୀବନ, ଜୀବିକାକୁ ଧ୍ୱଂସ କରି ଚାଲିଛି, ଘରୋଇ ଉଦ୍ୟୋଗ କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି, ବେକାରୀ ସମସ୍ୟା ବଢିଚାଲିଛି, ଅର୍ଥନୀତି ଭୁସୁଡ଼ି ପଡ଼ିଛି, ଜୀବନ ଜୀବିକାର ଦୋଛକିରେ ଯୁବ ସମାଜ ପଥଭ୍ରଷ୍ଟ, ଶିକ୍ଷିତ ଆଶାୟୀ ନିଯୁକ୍ତିକୁ…
Read More...

କୋରାପୁଟ ରୁ ୧୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଗତକାଲି ବିଳମ୍ବିତ ରାତ୍ରିରେ କୋରାପୁଟ ର ଦୁଇଟି ଭିନ୍ନ ସ୍ଥାନ ରୁ ପୋଲିସ ପାଖାପାଖି ୧୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ସୂଚନା ଅନୁସାରେ, ୮ କ୍ଵିଣ୍ଟାଲ ଗଞ୍ଜେଇ ୨୭ ଟି…
Read More...

ପ୍ଲାଟଫର୍ମ ଟିକେଟ ରେ ୧୦୦% ଦରବୃଦ୍ଧି!!!

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଏବେ ପ୍ଲାଟଫର୍ମରେ ପ୍ରବେଶ ପାଇଁ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ରେଳବାଇ ଶୀଘ୍ର ଏହାର ପ୍ଲାଟଫର୍ମ ଟିକଟ୍‌ ଦର ୧୦୦ ପ୍ରତିଶତ ବୃଦ୍ଧି କରିବାକୁ ଧାର୍ଯ୍ୟ କରିଛି। ଯୋଜନାନୁଯାୟୀ, ନଭେମ୍ବର ମାସରେ ରେଳବାଇ ପ୍ଲାଟଫର୍ମ ଟିକଟ ମୂଲ୍ୟ ୧୦ ଟଙ୍କାରୁ ୨୦ ଟଙ୍କାକୁ…
Read More...

ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ପ୍ରାକୃତିକ କୀର୍ତ୍ତିରାଜି ରେ ଶୋଭା ପାଉଥିବା ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ। ଚଳିତ ବର୍ଷ କୋଭିଡ କଟକଣା ପାଇଁ ମାର୍ଚ୍ଚ ମାସରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା। ତେବେ କରୋନା ର ପ୍ରାଦୁର୍ଭାବ କମି ନଥିଲେ ହେଁ ଅନଲକ୍ ୬.୦ ଜରିଆରେ…
Read More...

ଦୋହଲିଲା ତୁର୍କୀ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ତୁର୍କୀ ରେ ଏକ ଶକ୍ତିଶାଳୀ ଭୂକମ୍ପ ରେ ଦୋହଲି ଯାଇଛି ସହର। ଇଜମିର୍ ସହର ଠାରୁ ୧୭ କିଲୋମିଟର ଦୂର ଆଞ୍ଜିଆନ୍ ସମୁଦ୍ରରେ ଭୂକମ୍ପର କେନ୍ଦ୍ରସ୍ଥଳ । ଭୂମିକମ୍ପ ପରେ ପରେ ସୁନାମୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଆସିଥିବା ଏହି ଭୂମିକମ୍ପର…
Read More...

ଆଉ ହେବନି ଚିକେନ ଡିନର

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଭାରତୀୟ ବ୍ୟବହାରକାରୀ ଙ୍କ ପାଇଁ ପବଜି ଖେଳ ଆଜି ଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ। ଏ ନେଇ କମ୍ପାନୀ ପକ୍ଷରୁ ଗୋଟିଏ ଫେସବୁକ୍ ପୋଷ୍ଟ ରେ ସୂଚନା ଦିଆଯାଇଛି। ଟେନ୍ସେଣ୍ଟ ପକ୍ଷରୁ ଜାରି ହୋଇଥିବା ଫେସବୁକ୍ ପୋଷ୍ଟ ରେ ସେପ୍ଟେମ୍ବର ୨ ରେ ଜାରି ହୋଇଥିବା…
Read More...

ହେବନାହିଁ ବାଲିଯାତ୍ରା

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଚଳିତ ବର୍ଷ କୋଭିଡ୍ ପରିସ୍ଥିତିକୁ ଆଖି ଆଗରେ ରଖି ବାଲିଯାତ୍ରା ହେବନାହିଁ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମହାମାରୀ ସମୟରେ ବାଲିଯାତ୍ରା ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି ସେ ମତ ରଖିଛନ୍ତି। ଏହା ସହିତ ସାମୁହିକ ବୋଇତ ବନ୍ଦାଣ ମଧ୍ୟ ନ କରିବା…
Read More...

ହାଥରସ ମାମଲା ର ଶୁଣାଣି ଆଜି

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଆଜି ସୁପ୍ରିମକୋର୍ଟ ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିବେ। ଅବସରପ୍ରାପ୍ତ ବିଚାରପତି ଙ୍କ ତତ୍ତ୍ଵାବଧାନରେ ତଦନ୍ତ ଦାବି ଏବଂ ମାମଲା ସ୍ଥାନାନ୍ତରଣ ନେଇ ଆଜି ଶୁଣାଣି ହେବ। ସୁପ୍ରିମକୋର୍ଟ ଗତ ୧୫ତାରିଖରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ…
Read More...

ଉଦ୍ଘାଟିତ ହେଲା ଅଲ ଓଡିଶା ଯୋଗ ଆସୋସିଏସନର(AOYA) ର ନୂତନ କାର୍ଯ୍ୟାଳୟ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କଟକ ଜିଲ୍ଲାର ବିଜୁ ପଟ୍ଟନାୟକ ଛକ ନିକଟରେ ଚଳିତ ମାସ ୨୫ତାରିଖ ରବିବାର ଦିନ ଅଲ ଓଡିଶା ଯୋଗ ଆସୋସିଏସନର(AOYA) ନୂତନ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟନ ସମାରହ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଅଲ ଓଡିଶା ଯୋଗ ଆସୋସିଏସନ ସାଧାରଣ ସମ୍ପାଦକ ଆଦିତ୍ୟ କୁମାର…
Read More...

ଉତ୍ତର ଭୁବନେଶ୍ୱରରେ ବିଜେଡିର ଜନ ସଚେତନତା ଅଭିଯାନ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଏକ ମାସ ଧରି ଚାଲିଥିବା ଜନ ସଚେତନତା କାର୍ଯ୍ୟକ୍ରମ କୁ ମାନ୍ୟବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶରେ ,ଭୁବନେଶ୍ୱର ଜିଲ୍ଲା ସାଂଙ୍ଗଠନିକ ଉପସଭାପତି…
Read More...