Breaking

ଗଡ଼େଶ୍ୱର ହାଟ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ଗଡ଼େଶ୍ୱର ହାଟ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପକ୍ରିୟା ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ପୁନର୍ବାର ନୂତନ ସଭାପତି ଭାବରେ ଶ୍ରୀଯୁକ୍ତ ଲକ୍ଷ୍ମଣ ସାହୁ, ସଂପାଦକ ଭାବରେ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ,…
Read More...

ଆବସୋଲ୍ୟୁଟ୍ ଟୋଟାଲ୍ ଡିଷ୍ଟ୍ରିବ୍ୟୁଟର୍ସ ଉଦ୍‌ଘାଟିତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଫ୍ରାନ୍ସ ଭିତ୍ତିକ ଅନ୍ତର୍ଜାତୀୟ ତୈଳ ଏବଂ ଗ୍ୟାସ କମ୍ପାନି ଟୋଟାଲ୍ ଭୁବନେଶ୍ୱର ବଜାରରେ ଏଲପିଜି ବିତରଣ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି । ଖୋର୍ଦ୍ଧା ଜିଲ୍ଲା ପାଇଁ କମ୍ପାନି ପକ୍ଷରୁ ଆବସୋଲ୍ୟୁଟ୍ ଟୋଟାଲ ଡିଷ୍ଟ୍ରିବ୍ୟୁଟର୍ସକୁ ଅଧିକୃତ ବିତରଣ ଭାବେ…
Read More...

ମେମୋୟ ମିଶ୍ରଙ୍କ” Being Bad is Being Good” ପୁସ୍ତକ ଉନ୍ମୋଚିତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଅନ୍ତର୍ଜାତୀୟ କିଶୋର ପ୍ରତିଭା ଲେଖକ ମେମୋୟ ମିଶ୍ରଙ୍କ "Being Bad is Being Good" ପୁସ୍ତକ ଉନ୍ମୋଚନ କରି କହିଲେ ଯେ ‘ତୁଳସୀ ଦୁଇ ପତ୍ରରୁ ବାସେ ।’ ଦୁର୍ବାର ସୃଜନୀକର୍ମର ଅସ୍ପୃହା ଥିଲେ…
Read More...

ଅବିକା କ୍ୟାଲେଣ୍ଡର୍‍ ଗ୍ରାଣ୍ଡଫିନାଲେ: ପ୍ରଗତି ପ୍ରିୟଦର୍ଶିନୀ ଫେସ୍‍ ଅଫ୍‍ ଦ ଇୟର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍‍ ପ୍ରତିଯୋଗିତାରେ ‘ଫେସ୍‍ ଅଫ୍‍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି ପ୍ରଗତି ପ୍ରିୟଦର୍ଶିନୀ । ସ୍ଥାନୀୟ ୱିସଡମ୍‍-ଟ୍ରି…
Read More...

ପ୍ରଥମ ସୁରଜିତ ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭି. ଏସ. ଏସ. ନଗର ସ୍ଥିତ ଡି. ଏଲ. କଲୋନୀ ଠାରେ ପ୍ରଥମ ସୁରଜିତ ମେମୋରିଆଲ ବ୍ୟଡମିଣ୍ଟନ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ପ୍ରଫେସର ଡ଼. ଜୟନ୍ତ କୁମାର ପରିଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଟୁର୍ଣାମେଣ୍ଟରେ ଡି. ଏଲ.…
Read More...

ପୂର୍ବତନ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଙ୍କ ଦ୍ଵାରା “ଆମ ଜନଜାତି” ଦ୍ବିତୀୟ ସଂସ୍କରଣ…

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଓଡ଼ିଶାର ପ୍ରଥମ ନିଶୁଳ୍କ ଜନଜାତି ଡିଜିଟାଲ ପତ୍ରିକା "ଆମ ଜନଜାତି"ର ଦ୍ବିତୀୟ ସଂସ୍କରଣ ଆଜି ମଧ୍ଯାହ୍ନରେ ଲୋକାର୍ପିତ ହୋଇଛି। ଉତ୍ତରଓଡ଼ିଶାର ଗଣପର୍ବ ମକର ସଂକ୍ରାନ୍ତି ତଥା ଟୁସୁ ପର୍ବ ପରିପ୍ରେକ୍ଷୀରେ ଦ୍ବିତୀୟ ସଂସ୍କରଣ ପ୍ରକାଶିତ ହୋଇଛି।…
Read More...

ଟ୍ରୋଲ ଆର୍ମି ଙ୍କ କନକ ଟ୍ରୋଲିଂ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଆଜି ସନ୍ଧ୍ୟାରେ ଆଜ୍ ତକ୍ ନ୍ୟୁଜ୍ ର ଟ୍ୱିଟର ପେଜ୍ ରେ କନକ ନ୍ୟୁଜ ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲ ରୁ କିଛି ଅଶାଳୀନ ମନ୍ତବ୍ୟ ଦେଖିବାକୁ ମିଳିଥିଲା। ଉକ୍ତ ଟ୍ୱିଟ ରେ କନକ ନ୍ୟୁଜ୍ ପକ୍ଷରୁ ଆଜ ତକ୍ ର ବିଶିଷ୍ଟ ସାମ୍ବାଦିକ ମାନଙ୍କ ପ୍ରତି ମଧ୍ୟ ଆକ୍ଷେପ…
Read More...

ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଭଲ ଉପସ୍ଥିତି ପାଇଁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଧନ୍ୟବାଦ

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଖୋଲା ଯାଇଥିବାବେଳେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଜନକ ଉପସ୍ଥିତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ…
Read More...

ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହେବ କୋଭିଡ୍‌-୧୯ ଟୀକାକରଣ

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାରେ କୋଭିଡ୍‌-୧୯ ଟୀକାକରଣ କାର୍ଯ୍ୟ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟର ୧୬୦ଟି କେନ୍ଦ୍ର ଚିହ୍ନଟ ହୋଇଛି । ତା’ ମଧ୍ୟରୁ ଭୁବନେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ହସ୍‌ପିଟାଲ୍‌ ମଧ୍ୟରେ ତଥ୍ୟ ସରବରାହ ପାଇଁ ଭିଡ଼ିଓ…
Read More...