Breaking

ପ୍ରଥମ ସୁରଜିତ ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭି. ଏସ. ଏସ. ନଗର ସ୍ଥିତ ଡି. ଏଲ. କଲୋନୀ ଠାରେ ପ୍ରଥମ ସୁରଜିତ ମେମୋରିଆଲ ବ୍ୟଡମିଣ୍ଟନ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ପ୍ରଫେସର ଡ଼. ଜୟନ୍ତ କୁମାର ପରିଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଟୁର୍ଣାମେଣ୍ଟରେ ଡି. ଏଲ. କଲୋନୀ ଏବଂ ଭି. ଏସ. ଏସ. ନଗରର ପ୍ରାୟ ୫୪ ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ। ଡି. ଏଲ. କଲୋନୀ ବ୍ରଦର୍ସ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହିମାଂଶୁ ନାୟକ, ବିପ୍ଳବ ମହାନ୍ତି, ସ୍ୱରାଜ କେତନ ରାଉତ, ସୋମ୍ୟ ମହାଳିକ, ଶୁଭମ ମହାନ୍ତି, ପ୍ରତୀକ ରାଉତ, ଆୟୁଷ ମହାନ୍ତି, ଅଭିଷେକ ମହାନ୍ତି, ସନତ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

loading...

Leave A Reply

Your email address will not be published.