ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ଥିବା ୩୩୬ଟି ସିନେମା ତାଲିକାରେ ସ୍ଥାନ ପାଇଛି କାଲିର ଅତୀତ’
ଭୁବନେଶ୍ୱର: ଜଳବାୟୁ ପରିବର୍ତନ ଭଳି ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ନୀଳମାଧବ ପଣ୍ଡାଙ୍କ ସିନେମା “କାଲିର ଅତୀତ’ ସହିତ ଭାରତର ତିନିଟି ଫିଲ୍ମ ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ୩୩୬ଟି ସିନେମାର ତାଲିକାରେ ସ୍ଥାନ ପାଇଛି । ଦି ଏକାଡେମି ଅଫ୍ ମୋସନ ପିକ୍ଚର ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ପକ୍ଷରୁ…
Read More...
Read More...