ଆଜି କେମିତି କଟିବ ଆପଣଙ୍କ ଦିନ :୨୨ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ମାଲି ମୋକଦ୍ଦମାରେ ବିଜୟୀ ହେବେ
ମେଷ: ଦୂରବନ୍ଧୁଙ୍କ ସାକ୍ଷାତ ପାଇ ଖୁସି ହେବେ। ମନରେ ଉଦ୍ବେଗ ଜାତ ହୋଇପାରେ। ଭାଗ୍ୟଶଳୀ ହୋଇପାରନ୍ତି। ସହଦଶୀଳ ଓ ଶାନ୍ତିପ୍ରିୟ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଉଦାର ବିଦ୍ୟାପ୍ରେମୀ ହେବେ।
ବୃଷ: ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆୟ ଅଶାନୁରୂପ…
Read More...
Read More...